ଦ୍ୱିତୀୟ ଭାସ୍କର
ଦେଖଣା
(Bhaskara IIରୁ ଲେଉଟି ଆସିଛି)
ଭାସ୍କର[୧] (ଭାସ୍କରାଚାର୍ଯ୍ୟ ଭାବେ ଜଣାଶୁଣା; ୧୧୧୪-୧୧୮୫), ଜଣେ ଭାରତୀୟ ଗଣିତଜ୍ଞ ଓ ଜ୍ୟୋତିର୍ବିଦ ଅଟନ୍ତି । କଥିତ ଅଛି ଯେ ସେ ଉଜ୍ଜୈନଠାରେ ଥିବା ଏକ ମାନମନ୍ଦିରର (observatory) ମୁଖ୍ୟ ଥିଲେ ।
ଦ୍ୱାଦଶ ଶତାବ୍ଦୀରେ ଭାରତୀୟ ଗଣିତ ଓ ମହାକାଶ ବିଜ୍ଞାନ ପ୍ରତି ଭାସ୍କରଙ୍କର ଅନେକ ଅବଦାନ ରହିଛି । ମଧ୍ୟଯୁଗୀୟ ଭାରତର ସର୍ବଶ୍ରେଷ୍ଠ ଗଣିତଜ୍ଞ ଭାବେ ତାଙ୍କୁ ଗ୍ରହଣ କରାଯାଇଥାଏ ।[୨] ତାଙ୍କ ମୁଖ୍ୟ କାର୍ଯ୍ୟ ଭିତରେ ସିଦ୍ଧାନ୍ତ ଶିରୋମଣିକୁ ଗ୍ରହଣ କରାଯାଇଥାଏ । ଏହା ଚାରିଭାଗରେ ବିଭକ୍ତ, ଯଥା - ଲୀଳାବତୀ, ବୀଜଗଣିତ, ଗ୍ରହଗଣିତ ଏବଂ ଗୋଳାଧ୍ୟାୟ ।[୩] ଏଗୁଡ଼ିକରେ ପାଟୀଗଣିତ, ବୀଜଗଣିତ, ଗ୍ରହ ଓ ଗୋଲକର ଗାଣିତିକ ଅଧ୍ୟୟନ ରହିଛି । ଅନ୍ୟାନ୍ୟ ରଚନବଳୀ ଭିତରେ କରଣ କୌତୁହଳ ଅନ୍ୟତମ ।
ଗଣିତ
[ସମ୍ପାଦନା]ପାଟୀଗଣିତ
[ସମ୍ପାଦନା]ତ୍ରିକୋଣମିତି
[ସମ୍ପାଦନା]ବୀଜଗଣିତ
[ସମ୍ପାଦନା]= କଳନ ଶାସ୍ତ୍ର (Calculus)
[ସମ୍ପାଦନା]ମହାକାଶ ବିଜ୍ଞାନ
[ସମ୍ପାଦନା]ବୈଷୟିକ ବିଜ୍ଞାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Pingree 1970, p. 299.
- ↑ Chopra 1982, pp. 52–54.
- ↑ Poulose 1991, p. 79.
ବାହାର ଲିଙ୍କ
[ସମ୍ପାଦନା]ଉଇକିପାଠାଗାରରେ ଏହି ବିଷୟ ଉପରେ ତଥ୍ୟ ରହିଛି -
- Bhaskara Biography Archived 2011-07-07 at the Wayback Machine.
- Calculus in Kerala Archived 2006-08-06 at the Wayback Machine.