ଦ୍ୱିତୀୟ ଭାସ୍କର

ଉଇକିପିଡ଼ିଆ‌ରୁ


ଭାସ୍କର[୧] (ଭାସ୍କରାଚାର୍ଯ୍ୟ ଭାବେ ଜଣାଶୁଣା; ୧୧୧୪-୧୧୮୫), ଜଣେ ଭାରତୀୟ ଗଣିତଜ୍ଞ ଓ ଜ୍ୟୋତିର୍ବିଦ ଅଟନ୍ତି । କଥିତ ଅଛି ଯେ ସେ ଉଜ୍ଜୈନଠାରେ ଥିବା ଏକ ମାନମନ୍ଦିରର (observatory) ମୁଖ୍ୟ ଥିଲେ ।

ଦ୍ୱାଦଶ ଶତାବ୍ଦୀରେ ଭାରତୀୟ ଗଣିତମହାକାଶ ବିଜ୍ଞାନ ପ୍ରତି ଭାସ୍କରଙ୍କର ଅନେକ ଅବଦାନ ରହିଛି । ମଧ୍ୟଯୁଗୀୟ ଭାରତର ସର୍ବଶ୍ରେଷ୍ଠ ଗଣିତଜ୍ଞ ଭାବେ ତାଙ୍କୁ ଗ୍ରହଣ କରାଯାଇଥାଏ ।[୨] ତାଙ୍କ ମୁଖ୍ୟ କାର୍ଯ୍ୟ ଭିତରେ ସିଦ୍ଧାନ୍ତ ଶିରୋମଣିକୁ ଗ୍ରହଣ କରାଯାଇଥାଏ । ଏହା ଚାରିଭାଗରେ ବିଭକ୍ତ, ଯଥା - ଲୀଳାବତୀ, ବୀଜଗଣିତ, ଗ୍ରହଗଣିତ ଏବଂ ଗୋଳାଧ୍ୟାୟ ।[୩] ଏଗୁଡ଼ିକରେ ପାଟୀଗଣିତ, ବୀଜଗଣିତ, ଗ୍ରହ ଓ ଗୋଲକର ଗାଣିତିକ ଅଧ୍ୟୟନ ରହିଛି । ଅନ୍ୟାନ୍ୟ ରଚନବଳୀ ଭିତରେ କରଣ କୌତୁହଳ ଅନ୍ୟତମ ।

ଗଣିତ[ସମ୍ପାଦନା]

ପାଟୀଗଣିତ[ସମ୍ପାଦନା]

ତ୍ରିକୋଣମିତି[ସମ୍ପାଦନା]

ବୀଜଗଣିତ[ସମ୍ପାଦନା]

= କଳନ ଶାସ୍ତ୍ର (Calculus)[ସମ୍ପାଦନା]

ମହାକାଶ ବିଜ୍ଞାନ[ସମ୍ପାଦନା]

ବୈଷୟିକ ବିଜ୍ଞାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Pingree 1970, p. 299.
  2. Chopra 1982, pp. 52–54.
  3. Poulose 1991, p. 79.

ବାହାର ଲିଙ୍କ[ସମ୍ପାଦନା]