ଭାନୁପ୍ରକାଶ ଯୋଶୀ

ଉଇକିପିଡ଼ିଆ‌ରୁ
(Bhanu Prakash Joshiରୁ ଲେଉଟି ଆସିଛି)
ଭାନୁପ୍ରକାଶ ଯୋଶୀ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀଘାସିରାମ ମାଝି
ପର ଅଧିକାରୀଘାସିରାମ ମାଝି
ନିର୍ବାଚନ ମଣ୍ଡଳୀନୂଆପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1945-04-24)୨୪ ଅପ୍ରେଲ ୧୯୪୫
ମୃତ୍ୟୁ୨୮ ଡିସେମ୍ବର ୨୦୧୧(2011-12-28) (ବୟସ ୬୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଜାହ୍ନବୀ ଜୋଶୀ
ବାପା/ବୋଉପୂର୍ଣ୍ଣଚନ୍ଦ୍ର ଜୋଶୀ (ବାପା)
ବୃତ୍ତିରାଜନୀତିଜ୍ଞ

ଭାନୁପ୍ରକାଶ ଯୋଶୀ (୨୪ ଅପ୍ରେଲ ୧୯୪୫ - ୨୮ ଡିସେମ୍ବର ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭାନୁପ୍ରକାଶ ଯୋଶୀ ୧୯୪୫ ମସିହାର ଅପ୍ରେଲ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ଜୋଶୀ ଓ ପତ୍ନୀଙ୍କ ନାମ ଜାହ୍ନବୀ ଜୋଶୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭାନୁପ୍ରକାଶ ଯୋଶୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଭାନୁପ୍ରକାଶ ଯୋଶୀ ୨୦୧୧ ମସିହାର ଡିସେମ୍ବର ୨୮ ତାରିଖରେ ୬୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Bhanu Prakash Joshi". odishaassembly.nic.in. Odisha Assembly. Retrieved 23 June 2021.