ବାତାଲା
Batala ਬਟਾਲਾ | |
---|---|
city | |
![]() Batala | |
Nickname(s): btl | |
Country | ![]() |
State | Punjab |
District | Gurdaspur |
କ୍ଷେତ୍ରଫଳ | |
• city | 33 km2 (13 sq mi) |
Elevation | 249 m (817 ft) |
ଜନସଂଖ୍ୟା (2013) | |
• city | ୧,୫୬,୪୦୪ |
• ଘନତା | 4,700/km2 (12,000/sq mi) |
• ମହାନଗର | ୫,୫୭,୭୮୦ |
Demonym(s) | batalavi |
Languages | |
• Official | Punjabi |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 143505 |
Telephone code | 01871 |
ଗାଡ଼ି ପଞ୍ଜିକରଣ | PB 18 |
Distance from Amritsar | 33 kilometres (21 mi) NE (land) |
Distance from Jalandhar | 80 kilometres (50 mi) NE (land) |
Distance from Chandigarh | 203 kilometres (126 mi) NE (land) |
Distance from Delhi | 470 kilometres (290 mi) NE (land) |
ବାତାଲା ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ଗୁର୍ଦସ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ବାତାଲା ୩୧.୮୧୮୬ ଉତ୍ତର ଅକ୍ଷାଂଶ ଓ ୭୫.୨୦୨୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାତାଲା ସହରର ମୋଟ ଜନସଂଖ୍ୟା ୧୨୬୬୪୬ ଅଟେ ।[୨] ସେଥି ମଧ୍ୟରୁ ୫୨.୯୨% ଜଣ ପରୁଷ ହୋଇଥିବା ବେଳେ ୪୭.୦୮% ଜଣ ନାରୀ ଅଟନ୍ତି । ବାତାଲାର ସାକ୍ଷରତା ହାର ୭୧.୮୦% ଅଟେ । ଏହା ଜାତୀୟ ହାରଠାରୁ -୬.୯୬% ପ୍ରତିଶତ କମ ଅଟେ । ସେଥିରୁ ୩୯.୪୮% ପ୍ରତିଶତ ପୁରୁଷ ଓ ୩୨.୩୩% ନାରୀ ଅଟନ୍ତି । ୧୧.୨୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ପଞ୍ଜାବୀ ବାତାଲାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.