ବଗାଳ ଜାତି
ଦେଖଣା
(Bagal (caste)ରୁ ଲେଉଟି ଆସିଛି)
ବାଗାଲ ବା ବଗାଳ (ଇଂରାଜୀରେ Bāgāl, ହିନ୍ଦୀରେ बागाल, ବଙ୍ଗଳାରେ বাগাল) ପୂର୍ବ ଭାରତର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓ ଓଡ଼ିିଶା ରାଜ୍ୟରେ ବସବାସ କରୁଥିବା ଏକ ଗାଈଗୋରୁ ଚରାଳି ଜାତି। କୁଡୁମାଲି ହେଉଛି ସେମାନଙ୍କର ମାତୃଭାଷା (ଆଞ୍ଚଳିକ ଭାବେ ବାଗାଲ୍ ଭାଷାରେ ଜଣାଶୁଣା) କିନ୍ତୁ ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ଭାଷାକୁ ମଧ୍ୟ ସେମାନେ ଦ୍ୱିତୀୟ ଭାଷା ରୂପେ ବ୍ୟବହାର କରନ୍ତି।[୧][୨][୩]
ସମୀକ୍ଷା
[ସମ୍ପାଦନା]ରାଜ୍ୟ | ଝାଡ଼ଖଣ୍ଡ | ଓଡ଼ିଶା | ପଶ୍ଚିମବଙ୍ଗ |
---|---|---|---|
ଜିଲ୍ଲା | ଷଢେ଼ଇକଳା ଖରସୁଆଁ | କେନ୍ଦ୍ରାପଡ଼ା | ଝାଡଗ୍ରାମ |
ପଶ୍ଚିମ ସିଙ୍ଗଭୁମ | ବାଲେଶ୍ୱର | ପଶ୍ଚିମ ମେଦିନୀପୁର | |
ପୂର୍ବ ସିଙ୍ଗଭୁମ | ଭଦ୍ରକ | ପୁରୁଲିଆ | |
ମୟୂରଭଞ୍ଜ | ପୂର୍ବ ମେଦିନୀପୁର |
ଆଧାର
[ସମ୍ପାଦନା]- ↑ Davis, Marvin G. (1983-03-10). Rank and Rivalry: The Politics of Inequality in Rural West Bengal (in ଇଂରାଜୀ). CUP Archive. ISBN 978-0-521-24657-6. p.60
- ↑ Taradatt, Dr. Basa, Kishor K (ed.). "Odisha District Gazetteer (Mayurbhanj)" (PDF). gopabadhuacademy.gov.in. Gopabandhu Academy of Administration [Gazetters Unit], General Administration Department Government Of Odisha. p. 97.
{{cite web}}
: CS1 maint: url-status (link) - ↑ Saha, Atanu (2018-07-28). "Census and the Aspects of Growth and Development of Bangla vs. Bangla-Hindi Bilingualism-With Special Focus on West Bengal".
{{cite journal}}
: Cite journal requires|journal=
(help)