ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ

ଉଇକିପିଡ଼ିଆ‌ରୁ
(Artificial Neural Networkରୁ ଲେଉଟି ଆସିଛି)
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ଗୁରୁତ୍ବପୂର୍ଣ ଲକ୍ଷ୍ୟଗୁଡିକ
ନଲେଜ ରିଜନିଂ
ପ୍ଲାନିଂ
ମେସିନ ଲର୍ଣିଂ
ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ
କମ୍ପ୍ୟୁଟର ଭିଜନ
ରୋବୋଟିକ୍ସ
ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ
ପଦ୍ଧତିଗୁଡିକ
ସିମ୍ବଲିକ
ଡିପ ଲର୍ଣିଂ
ବାୟେସିଆନ ନେଟୱର୍କ
ଏଭୋଲ୍ଯୁସନାରୀ ଆଲଗୋରିଦମ
ଫିଲୋସଫି
ଏଥିକ୍ସ
ବଞ୍ଚିରହିବାର ଆଶଙ୍କା
ଟ୍ଯୁରିଙ୍ଗ ପରୀକ୍ଷା
ଚୀନ ଘର
ବନ୍ଧୁତ୍ବପୂର୍ଣ ଏଆଇ
ଇତିହାସ
ଘଟଣାବଳୀ
ପ୍ରଗତି
ଏଆଇ ଶୀତ
ପ୍ରଯୁକ୍ତି ବିଦ୍ୟା
ପ୍ରୟୋଗ
ପ୍ରକଳ୍ପ
ପ୍ରୋଗ୍ରାମିଂ ଭାଷା
ଗ୍ଲୋସରି
ଗ୍ଲୋସରି
ରଙ୍ଗୀନ ନ୍ୟୁରାଲ ନେଟୱର୍କ

ଲେଖା ଚାଲିଛି...


ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ବା କୁତ୍ରିମ ମସ୍ତିଷ୍କ ଜାଲ ହେଉଛି ଏକ କୁତ୍ରିମ ମସ୍ତିଷ୍କ ଯାହା ମନୁଷ୍ୟର ମସ୍ତିଷ୍କର ଅନୁସରଣ କରି ତିଆରି କରାହୋଇଛି[୧] । ଏହି ପ୍ରକାରର ଆଲଗୋରିଦମ ନିଜେ ନିଜେ ଦିଆଯାଇଥିବା ଚିନ୍ହିତ ତଥ୍ୟରୁ ଶିଖିଥାଏ, ଏହାକୁ ପ୍ରୋଗ୍ରାମ ବା ନିୟମ ଦେଇ ଶିଖେଇବାକୁ ପଡ଼ିନଥାଏ । ଉଦାହରଣ ସ୍ୱରୂପ ଯଦି ଆମେ ଏହି ନ୍ୟୁରାଲ ନେଟୱର୍କକୁ ଗୁଡ଼ିଏ ବିଲେଇ ଛବି ଦେଇ ଶଖିବାକୁ କହିବା କି ଏହି ସବୁ ବିଲେଇ, ତେବେ ଏହା ଅନ୍ୟ ଏକ ନୂଆ ବିଲେଇ ଛବି ଆଣି ଏହାକୁ ଦେଲେ ଏହି ନ୍ୟୁରାଲ ନେଟୱର୍କ ଜାଣିପାରେକି ସେହି ଛବିଟିର ବିଲେଇ ଅଛି ।

ପ୍ରଥମେ ଏ.ଏନ.ଏନ. ମଣିଷର ମସ୍ତିଷ୍କ ଭଳି ସବୁ ସମସ୍ୟା ସମାଧାନ କରିବା ନିମନ୍ତେ ଉଦ୍ୟମ କରାଯାଉଥିଲା, କିନ୍ତୁ ସମୟକ୍ରମେ ଏହା ଜୀବବିଜ୍ଞାନଠୁ ଦୂରେଇଯାଇ ଏବେ କେବଳ ନିର୍ଦ୍ଧିଷ୍ଟ କେତେକ କାମରେ ଧ୍ୟାନ କେନ୍ଦ୍ରୀଭୂତ କରୁଅଛି ।

ଇତିହାସ[ସମ୍ପାଦନା]

ମଡେଲ[ସମ୍ପାଦନା]

ଏକ କୃତ୍ରିମ ସ୍ନାୟବିକ ଜାଲତନ୍ତ୍ର(ନ୍ୟୂରାଲ ନେଟୱର୍କ)   କୃତ୍ରିମ ସ୍ନାୟୁ(ନ୍ୟୁରୋନ)ମାନଙ୍କୁ ନେଇ ତିଆରି ହୋଇଥାଏ । ଜୈବିକ ସ୍ନାୟୁମାନେ ଯେମିତି  ଆକ୍ସନ-ସିନାପ୍ସ-ଡେଣ୍ଡରାଇଟରେ ଯୋଡି ହେଇଥାନ୍ତି, ସେମିତି ପ୍ରତ୍ୟେକ କୃତ୍ରିମ ସ୍ନାୟୁ ଲିଙ୍କଦ୍ୱାରା ଅନ୍ୟ ସ୍ନାୟୁ ମାନଙ୍କ ସହ ଯୋଡି ହେଇଥାନ୍ତି। ପ୍ରତ୍ୟେକ ଲିଙ୍କର ୱେଟ  ଥାଏ, ଯାହା ଏକ ନ୍ୟୁରୋନର ଅନ୍ୟ ନ୍ୟୁରୋନକୁ ପ୍ରଭାବିତ କରିବାର କ୍ଷମତା ସ୍ଥିର କରେ ।[୨]

ପ୍ରକାରଭେଦ[ସମ୍ପାଦନା]

ରିକରେଣ୍ଟ ନ୍ୟୁରାଲ ନେଟୱର୍କ

ବିଭିନ୍ନ ପ୍ରକାରର ଏ.ଏନ.ଏନ. ଦେଖିବାକୁ ମିଳିଥାଏ, ତନ୍ମଧ୍ୟରୁ କିଛି ନିମ୍ନରେ ଦର୍ଶାଗଲା:

  • କନଭୋଲ୍ୟୁସନାଲ ନ୍ୟୁରାଲ ନେଟୱର୍କ
  • ରିକାରେଣ୍ଟ ନ୍ୟୁରାଲ ନେଟୱର୍କ
  • ଲଙ୍ଗ ଶର୍ଟ ଟର୍ମ ମେମୋରୀ
  • ଲଙ୍ଗ ଶର୍ଟ ଟର୍ମ ମେମୋରୀ

ସମାଲୋଚନା[ସମ୍ପାଦନା]

ଆଧାର[ସମ୍ପାଦନା]

  1. https://www.frontiersin.org/research-topics/4817/artificial-neural-networks-as-models-of-neural-information-processing
  2. "Artificial neural network", Wikipedia (in ଇଂରାଜୀ), 2020-01-30, retrieved 2020-02-09