ଅପୂର୍ବା ଅରୋଡ଼ା

ଉଇକିପିଡ଼ିଆ‌ରୁ
(Apoorva Aroraରୁ ଲେଉଟି ଆସିଛି)
ଅପୂର୍ବା ଅରୋଡ଼ା
୨୦୨୩ ମସିହାରେ ଅପୂର୍ବା
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ନର୍ତ୍ତକୀ, ମଡେଲ୍
ସକ୍ରିୟ ବର୍ଷ୨୦୧୧ – ଏବେଯାଏଁ

ଅପୂର୍ବା ଅରୋଡ଼ା ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ ଯିଏକି ହିନ୍ଦୀ, ଗୁଜୁରାଟୀ, ପଞ୍ଜାବୀକନ୍ନଡ଼ା କଥାଚିତ୍ର, ୟୁ-ଟ୍ୟୁବ୍ ତଥା ବିଭିନ୍ନ ୱେବ୍‌ସିରିଜ୍‌ରେ କାମ କରନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ସେ ହିନ୍ଦୀ, କନ୍ନଡ଼ା, ପଞ୍ଜାବୀ ଓ ଗୁଜରାଟୀ କଥାଚିତ୍ରରେ କାମ କରନ୍ତି । ସେ ବିନୟ ରାଜକୁମାରଙ୍କ ଅଭିନୀତ ଏକ କଥାଚିତ୍ର ସିଦ୍ଧାର୍ଥ ଜରିଆରେ କନ୍ନଡ଼ା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୧୨ ବର୍ଷ ବୟସରେ ସେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ ବିଭିନ୍ନ ବିଜ୍ଞାପନ କାମ କରିଥିଲେ ଓ କ୍ୟାଡ଼ବରି ପାର୍କ ବିଜ୍ଞାପନ ଜରିଆରେ ସେ ଲୋକପ୍ରିୟତା ପାଇଥିଲେ । ଡିସ୍କୋଭରି କିଡ୍ସ୍ ଚ୍ୟାନେଲ୍‌ରେ ପ୍ରସାରିତ ମିଷ୍ଟ୍ରି ହଣ୍ଟରସ୍ ଇଣ୍ଡିଆରେ ସେ କାମ କରିଥିଲେ ।[୧] ସେ ଫିଲ୍ଟର୍ କପି ୟୁ-ଟ୍ୟୁବ୍ ଚେନାଲ୍ ପାଇଁ ଅନେକ ସ୍କେଚ୍ ଭିଡିଓରେ କାମ କରିଛନ୍ତି । ଏହା ବ୍ୟତୀତ ସେ ଆର୍‌ଭିଚିଜେ ମିଡ଼ିଆ, ଗର୍ଲିୟାପ୍ପା, ଦି ସ୍କ୍ରିନ୍ ପତି ଭଳି ଚେନଲ୍ ପାଇଁ ମଧ୍ୟ କାମ କରିଛନ୍ତି । କଲେଜ ରୋମାନ୍ସ, ରଙ୍ଗ୍ ନମ୍ବର, ଡ୍ୟୁଡ୍, ଗ୍ଲିଚ୍, ଖଟ୍ଟାମିଠା ଭଳି ଜଣାଶୁଣା ସିରିଜ୍‌ରେ କାମ କରିଛନ୍ତି ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ ଆଧାର
୨୦୧୧ ବବଲ୍ ଗମ୍ ଜେନି ହିନ୍ଦୀ [୨]
୨୦୧୨ ଓଏମ୍‌ଜି - ଓଃ ମାଇଁ ଗଡ୍ ଜିଗ୍ନା ମେହେଟ୍ଟା ହିନ୍ଦୀ [୩]
୨୦୧୩ ଟିନ୍ ଏଜ୍ ପ୍ରୀତି କନ୍ନଡ଼ା [୪]
୨୦୧୪ ଡିସ୍କୋ ସିଂ ପ୍ରିୟା ପଞ୍ଜାବୀ [୫]
ଦେଖ ତାମାଶା ଦେଖ ଶବ୍ବୋ ହିନ୍ଦୀ [୬]
ହଲିଡେ: ଏ ସୋଲ୍‌ଜର୍ ଇଜ୍ ନେଭର୍ ଅଫ୍ ଡ୍ୟୁଟି ପିଙ୍କି ବକ୍ସି ହିନ୍ଦୀ [୭]
ସାଥିୟୋ ଚଲୋ ଖୋଡାଲଧାମ ଆମି ପଟେଲ/ବିଜ୍‌ଲି ଗୁଜରାଟୀ [୮]
୨୦୧୫ ସେକ୍ସ ଇଜ୍ ଲାଇଫ୍ ଆଲେକ୍ସା ଇଂରାଜୀ [୯]
ସିଦ୍ଧାର୍ଥ ଖୁସି କନ୍ନଡ଼ା [୧୦]
୨୦୧୭ ମାଞ୍ଝା ମାୟା ମରାଠୀ [୧୧]
ମୁଗୁଲୁ ନାଗେ ଚାରୁଲତା କନ୍ନଡ଼ା [୧୨]
୨୦୧୯ ପ୍ରାଣମ ସୋହା ହିନ୍ଦୀ
ବିହାଇଣ୍ଡ ଦି ଟ୍ରିଜ୍ ଅପୂର୍ବା ଇଂରାଜୀ
୨୦୨୦ ୟାହାଁ ସଭି ଜ୍ଞାନୀ ହୈଁ ଗୋଲ୍ଡି ହିନ୍ଦୀ
ହୋମ୍ ଷ୍ଟୋରିଜ୍ ଜିୟା ହିନ୍ଦୀ [୧୩][୧୪]
୨୦୨୧ ଦି କୋଲ୍ଡେଷ୍ଚ ରିଭେଞ୍ଜ୍ ମୀରା କପାଡ଼ିଆ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର
୨୦୨୨ ବଡ଼ବୋଲି ଭାବନା ଭାବନା ହିନ୍ଦୀ
ଲଷ୍ଚ ଆଣ୍ଡ୍ ଫାଉଣ୍ଡ୍ ଇନ୍ ସିଙ୍ଗାପୁର୍ ସୀତାରା ହିନ୍ଦୀ [୧୫]
ରାନୀ ପିଙ୍କ୍ ଅନନ୍ୟା ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର [୧୬][୧୭]

ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ ଆଧାର
୨୦୧୨-୨୦୧୪ ମିଷ୍ଟ୍ରି ହଣ୍ଟରସ୍ ଇଣ୍ଡିଆ ଅପୂର୍ବା ଦୂରଦର୍ଶନ ଧାରାବାହିକ
୨୦୧୮ ଗ୍ୟାଙ୍ଗଷ୍ଟାର୍‌ସ୍ କୀର୍ତ୍ତି ତେଲୁଗୁ ଧାରାବାହିକ [୧୮]
ଫିଲ୍ଟର୍ କପି ଟକିଜ୍ ଅଦିତି ମିନି ସିରିଜ୍ [୧୯]
୨୦୧୮-୨୦୨୩ କଲେଜ ରୋମାନ୍ସ ନାୟାରା ୪ଟି ସିଜିନ୍ [୨୦]
୨୦୧୯-୨୦୨୦ ରଙ୍ଗ୍ ନମ୍ବର ଖୁସି ୨ଟି ସିଜିନ୍
୨୦୨୦ ଫାର୍ଷ୍ଟସ୍ ଅପୂର୍ବା ମିନି ସିରିଜ୍
ବେସ୍‌ମେଣ୍ଟ କମ୍ପାନୀ ସିମ୍ରନ୍ ଆହୁଜା [୨୧]
ବଟରଫ୍ଲାଇଜ୍ ନିକି ୨ୟ ଅଧ୍ୟାୟ
ଦି ଗ୍ଲିଚ୍ ମାୟା
୨୦୨୧ ଡ୍ୟୁଡ୍ ଋତୁ କପୁର
ଖଟ୍ଟା ମିଠା ଉର୍ବି ଶର୍ମା
୨୦୨୨ ଉଡ଼ାନ୍ ପାଟୋଲାସ୍ ପୁନ୍ନି ମିନି ସିରିଜ୍

ମ୍ୟୁଜିକ୍ ଭିଡିଓ[ସମ୍ପାଦନା]

ବର୍ଷ ଗୀତ ଗାୟକ(ଗଣ) ଆଧାର
୨୦୧୯ ଅଜନବୀ ଭୁବନ ବାମ୍ [୨୨]
୨୦୨୧ ସୁନ୍ ବଲିୟେ ସୋନୁ କକ୍କର, ଗଜେନ୍ଦ୍ର ବର୍ମା [୨୩]
ଦୂରିୟାଁ ରାଘବ ଚୈତନ୍ୟ [୨୪]

ଆଧାର[ସମ୍ପାଦନା]

  1. "Meet Vinay Rajkumar's heroine Apoorva".
  2. "Apoorva Arora's hair scare". The Times of India. 21 July 2011. Retrieved 20 June 2021.
  3. Hungama, Bollywood. "OMG Oh My God! Cast List | OMG Oh My God! Movie Star Cast | Release Date | Movie Trailer | Review- Bollywood Hungama". Bollywood Hungama (in ଇଂରାଜୀ). Retrieved 15 October 2021.
  4. "Tellyho onto the silverscreen". Deccan Chronicle. 22 March 2017. Retrieved 20 June 2021.
  5. Disco Singh Movie Review {2.5/5}: Critic Review of Disco Singh by Times of India, retrieved 15 October 2021
  6. "Movie Review Dekh Tamasha Dekh - It's a riot". Deccan Chronicle. Retrieved 20 June 2021.
  7. Hungama, Bollywood. "Holiday – A Soldier Is Never Off Duty Cast List | Holiday – A Soldier Is Never Off Duty Movie Star Cast | Release Date | Movie Trailer | Review- Bollywood Hungama". Bollywood Hungama (in ଇଂରାଜୀ). Retrieved 15 October 2021.
  8. Sathiyo Chalyo Khodaldham Movie: Showtimes, Review, Trailer, Posters, News & Videos | eTimes, retrieved 15 October 2021
  9. "'Disco Singh' dances its way to the box-office". The Times of India.
  10. "Apoorva Arora is Vinay's Pair in Siddarth". Chitraloka. 4 May 2014. Archived from the original on 1 January 2015. Retrieved 19 June 2021.
  11. "Watch Manjha Full HD Movie Online on ZEE5". ZEE5 (in ଇଂରାଜୀ). Retrieved 15 October 2021.
  12. "Amulya leaves Mugulu Nage, Apoorva steps in". The New Indian Express.
  13. "'Home Stories' : Arjun Mathur and Apoorva Arora starrer 'Home Stories' Official Trailer | Entertainment - Times of India Videos". The Times of India (in ଇଂରାଜୀ). Retrieved 15 October 2021.
  14. "Netflix's 'Home Stories' is an anthology of unique tales of lockdown made at home, for you to watch at home". Business Upturn (in ଆମେରିକୀୟ ଇଂରାଜୀ). 11 June 2020. Retrieved 15 October 2021.
  15. "WATCH! Lost & Found In Singapore - Official trailer starring Rithvik Dhanjani and Apoorva Arora". MX Player - Youtube. Retrieved 22 August 2023.
  16. "Siddharth Nigam and Apoorva Arora share their Diwali memories, their onscreen bond and more". The Times of India. 2023-11-13. ISSN 0971-8257. Retrieved 2023-12-20.
  17. Siddharth Nigam & Apoorva Arora on their short film Rani Pink (in ଇଂରାଜୀ), retrieved 2023-12-20
  18. "Amazon Prime's 'Gangstars' Review: A quirky comedy which never finds its groove". The News Minute (in ଇଂରାଜୀ). 7 June 2018. Retrieved 15 October 2021.
  19. "Prime Video: FilterCopy Talkies - Season 1". primevideo.com. Retrieved 15 October 2021.
  20. "College Romance Season 1 Review: A relatable college drama". The Times Of India. Retrieved 15 October 2021.
  21. "Watch Basement Company Serial All Episodes". mxplayer.in.
  22. "Latest Hindi Song 'Ajnabee' Sung By Bhuvan Bam | Hindi Video Songs - Times of India". The Times of India (in ଇଂରାଜୀ). Retrieved 15 October 2021.
  23. "New Trending Music Video - 'Sun Baliye' Sung By Sonu Kakkar, Gajendra Verma Starring Gajendra Verma And Apoorva Arora | Hindi Video Songs - Times of India". The Times of India (in ଇଂରାଜୀ). Retrieved 15 October 2021.
  24. "Shivin Narang-Apoorva Arora's song Dooriyan is about relationships and heartbreaks". indiatvnews.com (in ଇଂରାଜୀ). 6 March 2021. Retrieved 15 October 2021.

ବାହାର ଲିଙ୍କ୍[ସମ୍ପାଦନା]