Jump to content

ଆନ୍ଥୋଡନ୍‌ (ସରୀସୃପ)

ଉଇକିପିଡ଼ିଆ‌ରୁ
(Anthodon (reptile)ରୁ ଲେଉଟି ଆସିଛି)

ଆନ୍ଥୋଡନ୍‌
Temporal range: Changhsingian, 254–252 Ma
Scientific classification
Kingdom:
Phylum:
Class:
Order:
Family:
(unranked):
Genus:
Anthodon

Owen, 1876
Type species
Anthodon serrarius
Owen, 1876
Species
  • A. minisculus? Haughton, 1932
  • A. serrarius Owen, 1876
Synonyms
  • Pareiasaurus parvus Haughton, 1913
  • Propappus parvus Haughton, 1913

ଆନ୍ଥୋଡନ୍‌ (ସରୀସୃପ) (English: Anthodon;ମାନେ "ଫୁଲର ଦାନ୍ତ/ flower tooth") ପାରେଇଆସର ସରୀସୃପର ଏକ ବିଲୁପ୍ତ ପ୍ରଜାତି ଅଟେ । ଏହା ପର୍ମିଅନ୍ ଯୁଗରେ ଦକ୍ଷିଣ ଆଫ୍ରିକାତାଞ୍ଜାନିଆରେ ଦେଖାଯାଉଥିଲା ।

ଆନ୍ଥୋଡନ୍‌ର ୩୦ ସେମି ଲମ୍ବର ଏକ ଛୋଟ ଓ ହାଲୁକା ଖପୁରି ରହିଥାଏ । ଏହାର କଇଁଛ ଭଳି ଖୋଳପା ଥିଲା । ୧.୨ରୁ ୧.୫ ପର୍ଯ୍ୟନ୍ତ ଲମ୍ବା ଓ ୮୦ରୁ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ହେଇପାରୁଥିଲା ।[]

ଇତିହାସ

[ସମ୍ପାଦନା]

ରିଚାର୍ଡ ଓଏନ୍, ଯିଏ କି ଆନ୍ଥୋଡନ୍‌ର ବର୍ଣ୍ଣନା କରିଥିଲେ, ଏହାକୁ ଏକ ଡାଇନୋସର ବୋଲି ଧରିନେଇଥିଲେ । ୧୯୧୨ରେ ରୋବର୍ଟ ବ୍ରୁମ ଏହାକୁ ଡାଇନୋସରଠାରୁ ଅଲଗା କରିଥିଲେ ଏବଂ ୧୯୨୯ରେ ଫ୍ରାଞ୍ଜ ନୋପ୍‌ସା ଏହାର ଷ୍ଟେଗୋସୌରିଡ୍ ପାରନ୍ଥୋଡନ୍ ଭାବେ ପୁନଃନାମକରଣ କରିଥିଲେ ।[]

ଶ୍ରେଣୀ ବିଭାଗ

[ସମ୍ପାଦନା]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. Kazlev, M. Alan (2005-07-05). "Pareiasauridae". Kheper. Archived from the original on 2007-03-13. Retrieved 2007-10-09.
  2. Creisler, Ben (2003-07-07). "Dinosauria Translation and Pronunciation Guide P". DOL Dinosaur Omnipedia. Dinosauria On-Line. Archived from the original on 2007-09-28. Retrieved 2007-10-09.

ଆହୁରି ପଢନ୍ତୁ

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]