ଆନ୍ଥୋଡନ୍ (ସରୀସୃପ)
Appearance
ଆନ୍ଥୋଡନ୍ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Reptilia |
ଗଣ: | Procolophonomorpha |
କୁଳ: | †Pareiasauridae |
ଅଶ୍ରେଣୀକୃତ: | †Pumiliopareiasauria |
ପ୍ରଜାତି: | Anthodon Owen, 1876 |
Type species | |
†Anthodon serrarius Owen, 1876
| |
Species | |
| |
Synonyms | |
|
ଆନ୍ଥୋଡନ୍ (ସରୀସୃପ) (English: Anthodon;ମାନେ "ଫୁଲର ଦାନ୍ତ/ flower tooth") ପାରେଇଆସର ସରୀସୃପର ଏକ ବିଲୁପ୍ତ ପ୍ରଜାତି ଅଟେ । ଏହା ପର୍ମିଅନ୍ ଯୁଗରେ ଦକ୍ଷିଣ ଆଫ୍ରିକା ଓ ତାଞ୍ଜାନିଆରେ ଦେଖାଯାଉଥିଲା ।
ଗଠନ
[ସମ୍ପାଦନା]ଆନ୍ଥୋଡନ୍ର ୩୦ ସେମି ଲମ୍ବର ଏକ ଛୋଟ ଓ ହାଲୁକା ଖପୁରି ରହିଥାଏ । ଏହାର କଇଁଛ ଭଳି ଖୋଳପା ଥିଲା । ୧.୨ରୁ ୧.୫ ପର୍ଯ୍ୟନ୍ତ ଲମ୍ବା ଓ ୮୦ରୁ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ହେଇପାରୁଥିଲା ।[୧]
ଇତିହାସ
[ସମ୍ପାଦନା]ରିଚାର୍ଡ ଓଏନ୍, ଯିଏ କି ଆନ୍ଥୋଡନ୍ର ବର୍ଣ୍ଣନା କରିଥିଲେ, ଏହାକୁ ଏକ ଡାଇନୋସର ବୋଲି ଧରିନେଇଥିଲେ । ୧୯୧୨ରେ ରୋବର୍ଟ ବ୍ରୁମ ଏହାକୁ ଡାଇନୋସରଠାରୁ ଅଲଗା କରିଥିଲେ ଏବଂ ୧୯୨୯ରେ ଫ୍ରାଞ୍ଜ ନୋପ୍ସା ଏହାର ଷ୍ଟେଗୋସୌରିଡ୍ ପାରନ୍ଥୋଡନ୍ ଭାବେ ପୁନଃନାମକରଣ କରିଥିଲେ ।[୨]
ଶ୍ରେଣୀ ବିଭାଗ
[ସମ୍ପାଦନା]ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Kazlev, M. Alan (2005-07-05). "Pareiasauridae". Kheper. Archived from the original on 2007-03-13. Retrieved 2007-10-09.
- ↑ Creisler, Ben (2003-07-07). "Dinosauria Translation and Pronunciation Guide P". DOL Dinosaur Omnipedia. Dinosauria On-Line. Archived from the original on 2007-09-28. Retrieved 2007-10-09.
ଆହୁରି ପଢନ୍ତୁ
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Elginiidae and Pumiliopareiasauria at Palaeos