ଆନେ କ୍ୟାଥରିନ ମନ୍‍ରୁ

ଉଇକିପିଡ଼ିଆ‌ରୁ
(Anne Catherine Munroରୁ ଲେଉଟି ଆସିଛି)
ଆନେ କ୍ୟାଥରିନ ମନ୍‍ରୁ
ବିଧାୟିକା: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀସେରାଙ୍ଗ-ଗଞ୍ଜ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୯୭୩
କାନାଡ଼ା
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ବୃତ୍ତିରାଜନୀତିଜ୍ଞ

ଆନେ କ୍ୟାଥରିନ ମନ୍‍ରୁ (ମୃତ୍ୟୁ: ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ସ୍ୱାଧୀନତା ପୂର୍ବରୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସେରାଙ୍ଗ-ଗଞ୍ଜ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭାକୁ ମନୋନୀତ ହୋଇଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଆନେ କ୍ୟାଥରିନ ମନ୍‍ରୁ ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ହୋଇଥିବା ୨ୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେରାଙ୍ଗ-ଗଞ୍ଜ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ମନୋନୀତ ହୋଇଥିଲେ ।[୨] ତାଙ୍କ ସହିତ ଆଉ ତିନି ଜଣ ମଧ୍ୟ ଏହି ବିଧାନ ସଭାକୁ ମନୋନୀତ ହୋଇଥିଲେ ।

ମୃତ୍ୟୁ[ସମ୍ପାଦନା]

ଆନେ କ୍ୟାଥରିନ ମନ୍‍ରୁ ୧୯୭୩ ମସିହାରେ କାନାଡ଼ାରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. ଡକ୍ଟର ଉଦ୍ଧବ ଚରଣ ନାୟକ (2013). "୫". ଓଡ଼ିଶା ରାଜନୀତିର ଇତିହାସ (୧ମ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୪୮. ISBN 978-81-89436-54-4. Retrieved 7 September 2021.
  2. ୨.୦ ୨.୧ "Shri Anne Catherine Munro". odishaassembly.nic.in. Odisha Assembly. Retrieved 1 September 2021.