ଆନେ କ୍ୟାଥରିନ ମନ୍ରୁ
ଦେଖଣା
(Anne Catherine Munroରୁ ଲେଉଟି ଆସିଛି)
ଆନେ କ୍ୟାଥରିନ ମନ୍ରୁ | |
---|---|
ବିଧାୟିକା: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୪୬ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | ସେରାଙ୍ଗ-ଗଞ୍ଜ |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୧୯୭୩ କାନାଡ଼ା |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱାଧୀନ |
ବୃତ୍ତି | ରାଜନୀତିଜ୍ଞ |
ଆନେ କ୍ୟାଥରିନ ମନ୍ରୁ (ମୃତ୍ୟୁ: ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ସ୍ୱାଧୀନତା ପୂର୍ବରୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସେରାଙ୍ଗ-ଗଞ୍ଜ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭାକୁ ମନୋନୀତ ହୋଇଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଆନେ କ୍ୟାଥରିନ ମନ୍ରୁ ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ହୋଇଥିବା ୨ୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେରାଙ୍ଗ-ଗଞ୍ଜ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ମନୋନୀତ ହୋଇଥିଲେ ।[୨] ତାଙ୍କ ସହିତ ଆଉ ତିନି ଜଣ ମଧ୍ୟ ଏହି ବିଧାନ ସଭାକୁ ମନୋନୀତ ହୋଇଥିଲେ ।
ମୃତ୍ୟୁ
[ସମ୍ପାଦନା]ଆନେ କ୍ୟାଥରିନ ମନ୍ରୁ ୧୯୭୩ ମସିହାରେ କାନାଡ଼ାରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ ଡକ୍ଟର ଉଦ୍ଧବ ଚରଣ ନାୟକ (2013). "୫". ଓଡ଼ିଶା ରାଜନୀତିର ଇତିହାସ (୧ମ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୪୮. ISBN 978-81-89436-54-4. Retrieved 7 September 2021.
- ↑ ୨.୦ ୨.୧ "Shri Anne Catherine Munro". odishaassembly.nic.in. Odisha Assembly. Retrieved 1 September 2021.