ଅଞ୍ଜୁ ଅରବିନ୍ଦ

ଉଇକିପିଡ଼ିଆ‌ରୁ
(Anju Aravindରୁ ଲେଉଟି ଆସିଛି)
ଅଞ୍ଜୁ ଅରବିନ୍ଦ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୫ - ଏବେଯାଏଁ

ଅଞ୍ଜୁ ଅରବିନ୍ଦ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମାଲାୟାଲମ୍, ତାମିଲ ଓ କନ୍ନଡ଼ା କଥାଚିତ୍ର ଜଗତରେ ମୁଖ୍ୟତଃ କାମ କରନ୍ତି ।[୧][୨][୩][୪] ୨୦୦୦ ଦଶକର ଆରମ୍ଭରେ ସେ ମାଲାୟାଲମ ଦୂରଦର୍ଶନ ଧାରାବାହିକ ଓ ରିଆଲିଟି ଶୋ'ରେ କାମ କରୁଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା
୧୯୯୫ ଅକ୍ଷରମ୍ ଉଷା ମାଲାୟାଲମ
ପାର୍ବତୀ ପରିଣୟମ୍ ଲକ୍ଷ୍ମୀ
କିଡିଲୋଲ କିଡିଲାମ ମୁମ୍‌ତାଜ
ସୁନ୍ଦରୀ ନୀୟୁମ୍ ସୁନ୍ଦରନ୍ ନଜାନୁମ୍ ଇନ୍ଦୁ
୧୯୯୬ ପୂଭେ ଉନାକ୍କାଗା ନନ୍ଦିନୀ ତାମିଲ
ଏନାକ୍କୋରୋ ମଗନ୍ ପିରପ୍ପନ୍ ଶାନ୍ତି
ଆକାଶଥେକୋରୁ କିଲିଭାଥିଲ କବିତା ମାଲାୟାଲମ୍
କାବାଦମ୍ ଶୋଭନା
ଅଝାକିଆ ରାବଣନ ସାନ୍ଧ୍ୟା
ସ୍ୱପ୍ନା ଲୋକାଥେ ବାଲଭାସ୍କରନ୍ ମୋହିନୀ
ବନାରସେନା ଆମ୍ମିନି
୧୯୯୭ ଅରୁଣାଚଳମ୍ ଅରୁନ୍ଧତୀ ତାମିଲ
ୱାନ୍ସ ମୋର୍ ଅଞ୍ଜୁ
କଲ୍ୟାଣପିଟ୍ଟାନୁ ରାଧୁ ମାଲାୟାଲମ୍
ସୁବର୍ଣ୍ଣ ସିଂହାସନମ୍ ଶ୍ରୀକୁଟ୍ଟି
ରଥ ଯାତ୍ରା କାମାକ୍ଷୀ ତେଲୁଗୁ
୧୯୯୮ ଉଧବିକ୍କୁ ବରାଲାମା ଆୟେଶା ତାମିଲ
ଆସାଇ ଥମ୍ବି ଇନ୍ଦୁ
ସିଦ୍ଧାର୍ଥ ରାଧିକା ମାଲାୟାଲମ୍
ଆଲିବାୟୁମ୍ ଆରାରା କଲାନମାରମ୍ ସୁନୀତା
ବ୍ରିଟେନର ବଜାର ଲୀନା
ଚେନାପରାମ୍ବିଲେ ଆନାକ୍କାରିୟମ ନନ୍ଦିନୀକୁଟ୍ଟି
ଗୁରୁପାର୍ବାଇ ପ୍ରିୟା ତାମିଲ
୧୯୯୯ ଜନୁମଦାତା ନିଶା କନ୍ନଡ଼
ଚାର୍ଲି ଚାପଲିନ୍ ନାନ୍ସି ମାଲାୟାଲମ୍
୨୦୦୦ ଭାନାଥାଇ ପୋଲା ସୁମତି ତାମିଲ
ନିନାଇଭେଲ୍ଲମ୍ ନୀ ସୀତା
ସମର୍ ପେଲେସ୍ ରଜନୀ ମାଲାଯ଼ାଲମ୍
୨୦୦୧ ବାଞ୍ଚିନାଥନ ଶାରଦା ତାମିଲ
ଦୋଷ୍ତ ଦେବିକା ମାଲାଯ଼ାଲମ୍
ଲଭ୍ ଚ୍ୟାନେଲ୍ ଶାନ୍ତି ତାମିଲ
କନ୍ନା ଉନ୍ନୈ ଥେଡୁକିରେନ୍ ଭବାନୀ ତାମିଲ
୨୦୦୩ ଚିତ୍ରତୁନୁକଲ ଇନ୍ଦୁ ମାଲାୟାଲମ୍
ମେଲଭିଲାଶମ୍ ସରିୟାନୁ ନନ୍ଦିନୀ
୨୦୦୫ ନାରଣ ସାଇନାଭା
୨୦୦୬ ହାଇୱେ ପୋଲିସ୍ ରେମା
୨୦୧୧ ଥ୍ରୀ କିଙ୍ଗସ୍
୨୦୧୩ ଶ୍ରୀଙ୍ଗାରବେଲା ରେବତୀ
୨୦୧୪ କୋନ୍ଥାଯ଼ୁମ୍ ପୂନୂଲୁମ୍ ଆଲାଇସ୍
ଗଡ୍‌ସ୍ ଓନ୍ କଣ୍ଟ୍ରି ମାତନର ସ୍ତ୍ରୀ
ଅବତାରମ ଲୀଲାମ୍ମା
ଓର୍ମାୟୂଣ୍ଡୋ ଇ ମୁଖମ୍ ଭାନୁ
୨୦୧୫ ମିଲି ତାରା
୧୦୦୦-ଓରୁ ନୋଟ୍ ପରଞ୍ଜା କଥା " ଉଦ୍ଧାର ହୋଇଥିବା ମହିଳା
ଜନ୍ମ ପ୍ୟାରି ପାର୍ବତୀଙ୍କ ମାଆ
ପଥେମାରି ପୁଷ୍ପା

ଆଧାର[ସମ୍ପାଦନା]

  1. "Guru Paarvai: Movie Review". Indolink.com. Archived from the original on 24 March 2012. Retrieved 2012-07-16.{{cite web}}: CS1 maint: unfit URL (link)
  2. "Films of Anju Aravind". Malayalamcinemahistory.com. Archived from the original on 2013-10-17. Retrieved 2012-07-16.
  3. "Anju Aravind is back with a bang; 'Sudhamani Supera' teaser gains attention". The Times of India. 2023-05-28. ISSN 0971-8257. Retrieved 2023-06-21.
  4. "Sudhamani Supera Serial Actors And Charcaters - Anju Aravind, Sravan , Abhijith , Binza Binosh" (in ଆମେରିକୀୟ ଇଂରାଜୀ). 2023-06-12. Retrieved 2023-06-21.

ବାହାର ଲିଙ୍କ୍[ସମ୍ପାଦନା]