ଅନନ୍ତିନୀ ମିଶ୍ର

ଉଇକିପିଡ଼ିଆ‌ରୁ
(Anantini Mishraରୁ ଲେଉଟି ଆସିଛି)
ଅନନ୍ତିନୀ ମିଶ୍ର
ଛଦ୍ମନାମଝୁମ୍ପା
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ଅନନ୍ତିନୀ ମିଶ୍ର ଜଣେ ଶିଶୁ ଲେଖିକା । ସେ ଇଂରାଜୀରେ ଲେଖନ୍ତି । ସେ ବର୍ତ୍ତମାନ ୧୧ଶ ଶ୍ରେଣୀରେ ପାଠ ପଢ଼ନ୍ତି । ତାଙ୍କର ୬ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।[୧]

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ସେ ବ୍ରହ୍ମପୁରର ମୂଳ ବାସିନ୍ଦା ଓ ବର୍ତ୍ତମାନ ନୂଆ ଦିଲ୍ଲୀଠାରେ ରୁହନ୍ତି । ତାଙ୍କ୍ ପିତାଙ୍କ ନାମ ସୁରଞ୍ଜିତ ମିଶ୍ର ଓ ମାତାଙ୍କ ନାମ ନୟାନ୍ତର ପାଢ଼ୀ । ୧୦ ବର୍ଷ ବୟସରେ ସେ ଟ୍ରେଜର ଅଫ ସର୍ଟ ଷ୍ଟୋରୀଜ ପୁସ୍ତକ ଲେଖି ଲୋକଲୋଚନକୁ ଆସିଥିଲେ । ତାଙ୍କ ଲିଖିତ କିଛି ପୁସ୍ତକ ଓଡ଼ିଆରେ ମଧ୍ୟ ଅନୁବାଦ କରାଯାଇଛି ।

ରଚନାବଳୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Ojha, Sibasankar (9 November 2023). "କନିଷ୍ଠା ଓଡ଼ିଆ ଲେଖିକା ଅନନ୍ତିନୀଙ୍କୁ ସମ୍ବର୍ଦ୍ଧିତ କଲେ ଦିଲ୍ଲୀ ମେୟର". Sambad. Retrieved 9 November 2023.
  2. "Archives". Odisha Sambad. 9 November 2023. Retrieved 9 November 2023.
  3. "Teen author Anantinee Mishra meets President Murmu". The New Indian Express. 6 February 2023. Retrieved 9 November 2023.