ଅମିନ ଗାଜି
ଦେଖଣା
(Amin Gaziରୁ ଲେଉଟି ଆସିଛି)
ଅମିନ ଗାଜି | |
---|---|
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ | ୩୧ ଡିସେମ୍ବର ୧୯୮୮
ଜୀବନ ସାଥୀ | ଶାହୀନା ତେଜ ବେଗମ୍ (୨୦୧୪–୨୦୧୮) ଆଲିୟା ଜରିୱାଲା (୨୦୨୨–ଏବେଯାଏଁ) |
ଅମିନ ଗାଜି ଜଣେ ଭାରତୀୟ ଅଭିନେତା । ସେ ୨୦୦୧ ମସିହାର ହିନ୍ଦୀ କଥାଚିତ୍ର ଲଗାନ ଏବଂ ୨୦୦୩ର ହାସ୍ୟାତ୍ମକ ହିନ୍ଦୀ କଥାଚିତ୍ର ହଙ୍ଗାମା ପାଇଁ ଜଣାଶୁଣା ।[୧][୨][୩]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅମିନ ଗାଜି ୧୯୮୮ ମସିହାର ଡିସେମ୍ବର ୩୧ ତାରିଖରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୪ ମସିହାର ଶାହୀନା ତଜ ବେଗମ୍ଙ୍କୁ ବିବାହ କରିଥିଲେ ଏବଂ ୨୦୧୮ ମସିହାରେ ଉଭୟଙ୍କର ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ୨୦୨୨ ମସିହାରେ ସେ ଆଲିୟା ଜରିୱାଲାଙ୍କୁ ବିବାହ କରିଛନ୍ତି ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଲଗାନ୍ (୨୦୦୧)[୪] - ଟିପୁ
- ଷ୍ଟମ୍ପ୍ଡ୍ (୨୦୦୩)[୫]
- ହଙ୍ଗାମା (୨୦୦୩) - ଭୋଲୁ
- ମାତୃଭୂମି (୨୦୦୩)
- ଖେଲେଁ ହମ୍ ଜୀ ଜାନ୍ ସେ (୨୦୧୦)
ଦୂରଦର୍ଶନ
[ସମ୍ପାଦନା]- ଚମ୍ବାଲା ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ପୋଗୋ ଟିଭି)[୩]
ଆଧାର
[ସମ୍ପାଦନା]- ↑ "Laughing is mandatory: Amin Gazi". The Times of India. 2012-03-21. ISSN 0971-8257. Retrieved 2023-07-06.
- ↑ Live, A. B. P. (2022-07-31). "'लगान और हंगामा' जैसी फिल्मों में नजर आया ये एक्टर अब दिखता है ऐसा, 18 साल में इतना बदला लुक". www.abplive.com (in ହିନ୍ଦୀ). Retrieved 2023-07-06.
- ↑ ୩.୦ ୩.୧ "Amin Gazi Who Played Tipu In Aamir Khan Film Lagaan Now A Handsome Hunk Latest Photo Viral Fans Amazed - Satlok Express" (in ଆମେରିକୀୟ ଇଂରାଜୀ). 2022-07-13. Archived from the original on 2023-05-26. Retrieved 2023-07-06.
- ↑ "Aamir Khan hosts Lagaan team at his home as film completes 21 years of release". Hindustan Times (in ଇଂରାଜୀ). 2022-06-18. Retrieved 2023-07-06.
- ↑ https://movies.fullhyderabad.com/stumped/hindi/stumped-movie-reviews-907-2.html