ଅମିନ ଗାଜି

ଉଇକିପିଡ଼ିଆ‌ରୁ
ଅମିନ ଗାଜି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1988-12-31) ୩୧ ଡିସେମ୍ବର ୧୯୮୮ (ବୟସ ୩୫)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ଜୀବନ ସାଥୀଶାହୀନା ତେଜ ବେଗମ୍ (୨୦୧୪–୨୦୧୮)
ଆଲିୟା ଜରିୱାଲା (୨୦୨୨–ଏବେଯାଏଁ)

ଅମିନ ଗାଜି ଜଣେ ଭାରତୀୟ ଅଭିନେତା । ସେ ୨୦୦୧ ମସିହାର ହିନ୍ଦୀ କଥାଚିତ୍ର ଲଗାନ ଏବଂ ୨୦୦୩ର ହାସ୍ୟାତ୍ମକ ହିନ୍ଦୀ କଥାଚିତ୍ର ହଙ୍ଗାମା ପାଇଁ ଜଣାଶୁଣା ।[୧][୨][୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅମିନ ଗାଜି ୧୯୮୮ ମସିହାର ଡିସେମ୍ବର ୩୧ ତାରିଖରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୪ ମସିହାର ଶାହୀନା ତଜ ବେଗମ୍‌ଙ୍କୁ ବିବାହ କରିଥିଲେ ଏବଂ ୨୦୧୮ ମସିହାରେ ଉଭୟଙ୍କର ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ୨୦୨୨ ମସିହାରେ ସେ ଆଲିୟା ଜରିୱାଲାଙ୍କୁ ବିବାହ କରିଛନ୍ତି ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଲଗାନ୍ (୨୦୦୧)[୪] - ଟିପୁ
  • ଷ୍ଟମ୍ପ୍‌ଡ୍ (୨୦୦୩)[୫]
  • ହଙ୍ଗାମା (୨୦୦୩) - ଭୋଲୁ
  • ମାତୃଭୂମି (୨୦୦୩)
  • ଖେଲେଁ ହମ୍ ଜୀ ଜାନ୍ ସେ (୨୦୧୦)

ଦୂରଦର୍ଶନ[ସମ୍ପାଦନା]

  • ଚମ୍ବାଲା ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (ପୋଗୋ ଟିଭି)[୩]

ଆଧାର[ସମ୍ପାଦନା]

  1. "Laughing is mandatory: Amin Gazi". The Times of India. 2012-03-21. ISSN 0971-8257. Retrieved 2023-07-06.
  2. Live, A. B. P. (2022-07-31). "'लगान और हंगामा' जैसी फिल्मों में नजर आया ये एक्टर अब दिखता है ऐसा, 18 साल में इतना बदला लुक". www.abplive.com (in ହିନ୍ଦୀ). Retrieved 2023-07-06.
  3. ୩.୦ ୩.୧ "Amin Gazi Who Played Tipu In Aamir Khan Film Lagaan Now A Handsome Hunk Latest Photo Viral Fans Amazed - Satlok Express" (in ଆମେରିକୀୟ ଇଂରାଜୀ). 2022-07-13. Archived from the original on 2023-05-26. Retrieved 2023-07-06.
  4. "Aamir Khan hosts Lagaan team at his home as film completes 21 years of release". Hindustan Times (in ଇଂରାଜୀ). 2022-06-18. Retrieved 2023-07-06.
  5. https://movies.fullhyderabad.com/stumped/hindi/stumped-movie-reviews-907-2.html

ବାହାର ଲିଙ୍କ୍[ସମ୍ପାଦନା]