Jump to content

ଅମିଶା ପଟେଲ

ଉଇକିପିଡ଼ିଆ‌ରୁ
(Ameesha Patelରୁ ଲେଉଟି ଆସିଛି)
ଅମିଶା ପଟେଲ
ଜନ୍ମ
ଅମିଶା ପଟେଲ

(1975-06-09) ୯ ଜୁନ ୧୯୭୫ (ବୟସ ୪୯)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ପ୍ରଯୋଜକ, ମଡେଲ୍
ସକ୍ରିୟ ବର୍ଷ୨୦୦୦-ବର୍ତ୍ତମାନ
ପିତାମାତା(s)ଆଶା ପଟେଲ୍
ଅମିତ୍ ପଟେଲ
ସମ୍ପର୍କୀୟଅସ୍ମିତ ପଟେଲ (ଭାଇ)

ଅମିଶା ପଟେଲ (ଜନ୍ମ ଅମିଶା ଅମିତ୍ ପଟେଲ; ୯ ଜୁନ ୧୯୭୫) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ। ସେ ମଧ୍ୟ ତେଲୁଗୁତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ୨୦୦୦ ମସିହାରେ ରୋମାଞ୍ଚକ ଚଳଚ୍ଚିତ୍ର, "କାହୋନା ପ୍ୟାର ହେ"ଦ୍ୱାରା ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ପଟେଲ୍ ଅଭିନୟ କରିଥିବା, ଗଦର୍:ଏକ ପ୍ରେମକଥା (୨୦୦୧) ଯାହାକି ଚଳଚ୍ଚିତ୍ର ଜଗତରେ ଇତିହାସ ରଚିଥିଲା। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ବହୁତ ସମାଲୋଚନା ମିଳିଥିଲା ଏବଂ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ Filmfare special performance award ମଧ୍ୟ ମିଳିଥିଲା। ସେ ୨୦୧୧ ମସିହାରେ "ଅମିଶା ପଟେଲ୍ ପ୍ରଡ଼କ୍ସନ" ନାମରେ ଏକ ପଡ଼କ୍ସନ କମ୍ପାନୀ ତିଆରି କରିଥିଲେ।[]

ପ୍ରାଥମିକ ଜୀବନ

[ସମ୍ପାଦନା]

ପଟେଲ୍ ଗୁଜରାଟୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଅମିତ୍ ପଟେଲ୍ ଓ ଆଶା ପଟେଲ୍ ତାଙ୍କର ପିତାମାତା। ୫ ବର୍ଷ ବୟସରୁରେ ଭରତନାଟ୍ୟମ୍ ନୃତ୍ୟ ଶିକ୍ଷା ଗ୍ରହଣ କରୁଥିଲେ। ତାଙ୍କ ଜନ୍ମ ନାମ ତାଙ୍କ ପିତାମାତା ନାମକୁ ମିଶାଇ ଅମିଶା ରଖାଗଲା।

  1. Lalwani, Vickey (20 April 2011). "When the going gets tough, turn producer". Mumbai Mirror. Archived from the original on 24 April 2011. Retrieved 2011-04-20.