ଆକୁଳାନନ୍ଦ ବେହେରା
ଦେଖଣା
(Akulananda Beheraରୁ ଲେଉଟି ଆସିଛି)
ଆକୁଳାନନ୍ଦ ବେହେରା | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ବିଜୁ ପଟ୍ଟନାୟକ |
ପର ଅଧିକାରୀ | କାହ୍ନୁ ଚରଣ ଲେଙ୍କା |
ନିର୍ବାଚନ ମଣ୍ଡଳୀ | ଚୌଦ୍ୱାର-କଟକ |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ଅପ୍ରେଲ ୧୬, ୨୦୦୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ନିରୂପମା ଦେବୀ |
ବାପା/ବୋଉ | କମ୍ଭୁ ବେହେରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଆକୁଳାନନ୍ଦ ବେହେରା (ମୃତ୍ୟ: ୧୬ ଅପ୍ରେଲ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଆକୁଳାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଆକୁଳାନନ୍ଦ ବେହେରାଙ୍କ ବାପାଙ୍କ ନାମ କମ୍ଭୁ ବେହେରା ଏବଂ ପତ୍ନୀଙ୍କ ନାମ ନିରୂପମା ଦେବୀ । ଆକୁଳାନନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଅଟ୍ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଆକୁଳାନନ୍ଦ ବେହେରା ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଆକୁଳାନନ୍ଦ ବେହେରା ୨୦୦୧ ମସିହାର ଅପ୍ରେଲ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Akulananda Behera". odishaassembly.nic.in. Odisha Assembly. Retrieved 25 October 2022.