ଆକୁଳାନନ୍ଦ ବେହେରା

ଉଇକିପିଡ଼ିଆ ରୁ
Jump to navigation Jump to search
ଆକୁଳାନନ୍ଦ ବେହେରା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀବିଜୁ ପଟ୍ଟନାୟକ
ପର ଅଧିକାରୀକାହ୍ନୁ ଚରଣ ଲେଙ୍କା
ନିର୍ବାଚନ ମଣ୍ଡଳୀଚୌଦ୍ୱାର-କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମମଇ ୨୫, ୧୯୨୮(1928-05-25)
ମୃତ୍ୟୁ୧୫ ଅକ୍ଟୋବର ୧୯୯୧(1991-10-15) (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ବୃତ୍ତିରାଜନୀତିଜ୍ଞ

ଆକୁଳାନନ୍ଦ ବେହେରା (୨୫ ମଇ ୧୯୨୮ - ୧୫ ଅକ୍ଟୋବର ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଆକୁଳାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଆକୁଳାନନ୍ଦ ବେହେରା ଓଡ଼ିଶା ରାଜନୀତିରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Akulananda Behera". odishaassembly.nic.in. Odisha Assembly. Retrieved 30 January 2020. Cite has empty unknown parameter: |dead-url= (help)