ୱିଣ୍ଡୋଜ ୮.୧
ଦେଖଣା
| ୱିଣ୍ଡୋଜ ୮.୧ | |
|---|---|
| ମାଇକ୍ରୋସଫ୍ଟ୍ ୱିଣ୍ଡୋଜ ପରିବାରର ଏକ ସଦସ୍ୟ | |
| ଡେଭେଲପର୍ | |
| ମାଇକ୍ରୋସଫ୍ଟ | |
| ୱେବସାଇଟ୍ | windows |
| ପୂର୍ବେ | ୱିଣ୍ଡୋଜ ୮ (୨୦୧୩) |
| ପରେ | ୱିଣ୍ଡୋଜ ୧୦ (୨୦୧୫) |
ୱିଣ୍ଡୋଜ ୮.୧ (କୋଡ଼ନାମ ବ୍ଲୁ) ଏକ ଉନ୍ନୟନ ଅଟେ ମାଇକ୍ରୋସଫ୍ଟର ୱିଣ୍ଡୋଜ ୮ ସଂଚାଳନ ପ୍ରଣାଳୀ ପାଇଁ। ଏହା ବ୍ୟବହାରକର୍ତ୍ତା ମାନଙ୍କ ପାଇଁ ୧୭ ଅକ୍ଟୋବର ୨୦୧୩ ରେ ରିଲିଜ ହୋଇଥିଲା, ଯାହାକି ତା'ର ପୂର୍ବଜ ଠାରୁ ଏକ ବର୍ଷ ପର ।
ୱିଣ୍ଡୋଜ ୮.୧ରେ ସ୍ଟାର୍ଟ୍ ସ୍କ୍ରୀନ୍ ଫେରି ଆସିଯାଇଥିଲା । ଏହା ସହିତ ୱାନ୍-ଡ୍ରାଇଭ ଓ ଇଣ୍ଟର୍ନେଟ୍ ଏକ୍ସପ୍ଲୋରର୍ ୧୧ ମଧ୍ୟ ଉନ୍ନତ ହୋଇ ଅସିଥିଲେ ।