ୱିଣ୍ଡୋଜ ୧୦
ଦେଖଣା
| ୱିଣ୍ଡୋଜ ୧୦ | |
|---|---|
| ମାଇକ୍ରୋସଫ୍ଟ୍ ୱିଣ୍ଡୋଜ ପରିବାରର ଏକ ସଦସ୍ୟ | |
| ଡେଭେଲପର୍ | |
| ମାଇକ୍ରୋସଫ୍ଟ | |
| ୱେବସାଇଟ୍ | windows |
| Releases | |
| Preview release | Insider Preview (v10.0.10166) (ଜୁଲାଇ 9, 2015)[ଆଧାର ଲୋଡ଼ା] |
| Kernel type | Hybrid |
| Update method | Windows Update, Windows Store, Windows Server Update Services |
| Platform support | IA-32, x64, ARMv7 |
| ପୂର୍ବେ | ୱିଣ୍ଡୋଜ ୮.୧ (୨୦୧୩) |
| ପରେ | ଅଜଣା |
ୱିଣ୍ଡୋଜ ୧୦ ମାଇକ୍ରୋସଫ୍ଟ୍ ଦ୍ୱାରା ଏକ କମ୍ପ୍ୟୁଟର ସଂଚାଳନ ପ୍ରଣାଳୀ ଅଟେ ଯାହାକି ୱିଣ୍ଡୋଜ ପରିବାରର ଏକ ସାଦସ୍ୟ । ଏହା ୨୯ ଜୁଲାଇ ୨୦୧୫ ରେ ପିସି ପାଇଁ ଉପଲବ୍ଧ ହେଲା ।
ୱିଣ୍ଡୋଜ ୧୦ ର କେତଟି ବିଶେଷତାଦୁଡ଼ିକ ବ୍ୟବହାରକର୍ତ୍ତାମାନଙ୍କ ପ୍ରତିକ୍ରିୟା ସ୍ୱରୂପେ ଯୋଡ଼ାଯାଇଛି ।