ଅପରେଟିଙ୍ଗ ସିଷ୍ଟମ
ଅପରେଟିଙ୍ଗ ସିଷ୍ଟମ କଂପ୍ଯୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କଂପ୍ଯୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ ।[୧] ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ବାରା କଂପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।
ଇତିହାସ[ସମ୍ପାଦନା]
କାଲକୁଲେଟର ମଧ୍ଯ ଏକ ପ୍ରକାର କଂପ୍ଯୁଟର କିନ୍ତୁ ଏହା ଯେକୌଣସି ସମୟରେ ଗୋଟିଏ ହିଁ କାମ କରିପାରେ | କଂପ୍ଯୁଟର ପୂର୍ବରୁ ଏତେ ଜଟିଳ ନ ଥିଲା କିମ୍ବା ସେଥିରେ ଏତେ ମାତ୍ରାରେ ଏକ ସମୟରେ ବହୁତ କାର୍ଯ୍ୟ କରିବାର କ୍ଷମତା ମଧ୍ଯ ନ ଥିଲା | ତେଣୁ ଜଟିଳତାକୁ ପରିଚାଳନା କରିବା ପାଇଁ ହାର୍ଡୱେର ଉପର ସ୍ତରରେ ଆଉ ଏକ ସ୍ତରର ନିର୍ମାଣ କରାଗଲା ଯାହାଦ୍ବାରା ଜଣେ ବ୍ଯବହାରକାରୀ ଏହାକୁ ସହଜରେ ପରିଚାଳନା କରିପାରିବ ଏବଂ କଂପ୍ଯୁଟର ନିଜେ ନିଜକୁ ଠିକ୍ ଭାବରେ ଚଲେଇପାରିବ |
ମେନଫ୍ରେମ୍[ସମ୍ପାଦନା]
୧୯୫୦ ଦଶକରେ ମେନଫ୍ରେମ୍ କଂପ୍ଯୁଟରରେ ବହୁତଗୁଡିଏ ବୈଶିଷ୍ଟ୍ଯମାନ ନିର୍ମାଣ କରାଯାଇଥିଲା ଯେପରିକି
- batch processing ( ଗୋଟେ ବ୍ଯାଚ୍ ପରେ ଆଉ ଗୋଟେ ବ୍ଯାଚ୍ ପ୍ରୋଗ୍ରାମିଂ କାମକୁ କରିବା )
- input/output ( ତଥ୍ୟ ବା ଡାଟା ଦିଆନିଆ ତତ୍କ୍ଷଣାତ୍ କରିବାର ସୁବିଧା )
- interrupting ( ପ୍ରୋଗ୍ରାମିଂ ପ୍ରକ୍ରିୟା ଚାଲୁଥିବାବେଳେ ତାକୁ ମଝିରେ ଅଟକାଇ ଅନ୍ଯ କିଛି କରିବାର କ୍ଷମତା)
- buffering, ( ଗୋଟିଏ କାମ ଚାଲିଥିବାବେଳେ ଆଉ ଅନ୍ଯ କାମକୁ ପ୍ରସ୍ତୁତ କରିବା )
- multitasking, ( ଏକରୁ ଅଧିକ କାମ ଏକା ସଙ୍ଗେ କରିବା)
- spooling, ( ଅନ୍ଯ ମେସିନ୍ ଯାହାର ଡାଟା ନେବାର କ୍ଷମତା ଧୀର ତାକୁ ଡାଟା ଧୀରେ ଭାବେ ଦେବା )
- runtime libraries,( ପ୍ରୋଗ୍ରାମିଂ ପ୍ରକ୍ରିୟାରେ ବ୍ଯବହୃତ ଅନ୍ଯ ସାହାଯ୍ଯକାରୀ ପ୍ରୋଗ୍ରାମିଂକୁ ଠିକ୍ ସମୟରେ ପ୍ରଦାନ କରିବା)
- link-loading ()
ମାଇକ୍ରୋକଂପ୍ଯୁଟର[ସମ୍ପାଦନା]
ପ୍ରକାର[ସମ୍ପାଦନା]
ବିଭିନ୍ନ ଅଂଶ[ସମ୍ପାଦନା]
କର୍ନେଲ[ସମ୍ପାଦନା]
ସିଷ୍ଟମ ଡ୍ରାଇଭର[ସମ୍ପାଦନା]
କେତୋଟି ଉଦାହରଣ[୨][୩][୪][ସମ୍ପାଦନା]
ବିଭିନ୍ନ ଅପରେଟିଂ ସିଷ୍ଟମ ଶ୍ରେଣୀର ଉଦାହରଣ ହେଲେ ୱିନଡୋଜ, ଲିନକ୍ସ, ଇଉନିକ୍ସ ଇତ୍ୟାଦି ଇତ୍ୟାଦି । ଏହି ଶ୍ରେଣୀଗୁଡିକରେ ବିଭିନ୍ନ ଅପରେଟିଂ ସିଷ୍ଟମ ଅଛନ୍ତି ।
ୱିନଡୋଜ[ସମ୍ପାଦନା]
ୱିନଡୋଜ ଅପରେଟିଂ ସିଷ୍ଟମ ଶ୍ରେଣୀରେ ୱିନଡୋଜ ୩.୧, ୱିନଡୋଜ ୨୦୦୦, ୱିନଡୋଜ ଏମ.ଇ., ୱିନଡୋଜ ଏକ୍ସପି, ୱିନଡୋଜ ସର୍ଭର ୨୦୦୩ , ୱିନଡୋଜ ଭିସ୍ଟା, ୱିନଡୋଜ ୭, ୱିନଡୋଜ ସର୍ଭର ୨୦୦୮, ୱିନଡୋଜ ୮, ୱିନଡୋଜ ୧o ଇତ୍ୟାଦି ଅଛନ୍ତି ।
ଲିନକ୍ସ[ସମ୍ପାଦନା]
ଇଉନିକ୍ସ[ସମ୍ପାଦନା]
ଇଉନିକ୍ସ ଅପରେଟିଂ ସିଷ୍ଟମ ଶ୍ରେଣୀରେ ଥିବା ବିଭିନ୍ନ ଭର୍ସନ ହେଲେ ସୋଲାରିସ, ବି.ଏସ.ଡି., ଓ.ଏସ. ଏକ୍ସ, ଏ.ଆଇ.ଏକ୍ସ. ଇତ୍ୟାଦି ।
ଆଧାର[ସମ୍ପାଦନା]
- ↑ "ISBN 9788120339040 - Modern Operating Systems, 3/E". isbnsearch.org. Retrieved 2022-01-19.
- ↑ "Microsoft Windows", Wikipedia (in ଇଂରାଜୀ), 2022-01-15, retrieved 2022-01-19
- ↑ "Linux", Wikipedia (in ଇଂରାଜୀ), 2022-01-19, retrieved 2022-01-19
- ↑ "macOS", Wikipedia (in ଇଂରାଜୀ), 2022-01-19, retrieved 2022-01-19
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |