ଅପରେଟିଙ୍ଗ ସିଷ୍ଟମ

ଉଇକିପିଡ଼ିଆ ରୁ
Jump to navigation Jump to search

ଅପରେଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ଵାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।

ଅପରେଙ୍ଗ ସିଷ୍ଟମର ବିଭିନ୍ନ ଅଂଶ[ସମ୍ପାଦନା]

କର୍ନେଲ[ସମ୍ପାଦନା]

ସିଷ୍ଟମ ଡ୍ରାଇଭର[ସମ୍ପାଦନା]

ବିଭିନ୍ନ ଅପରେଙ୍ଗ ସିଷ୍ଟମ ଶ୍ରେଣୀ[ସମ୍ପାଦନା]

ବିଭିନ୍ନ ଅପରେଟିଂ ସିଷ୍ଟମ ଶ୍ରେଣୀର ଉଦାହରଣ ହେଲେ ୱିନଡୋଜ, ଲିନକ୍ସ, ଇଉନିକ୍ସ ଇତ୍ୟାଦି ଇତ୍ୟାଦି । ଏହି ଶ୍ରେଣୀଗୁଡିକରେ ବିଭିନ୍ନ ଅପରେଟିଂ ସିଷ୍ଟମ ଅଛନ୍ତି ।

ୱିନଡୋଜ ଅପରେଙ୍ଗ ସିଷ୍ଟମ ଶ୍ରେଣୀ[ସମ୍ପାଦନା]

ୱିନଡୋଜ ଅପରେଟିଂ ସିଷ୍ଟମ ଶ୍ରେଣୀରେ ୱିନଡୋଜ ୩.୧, ୱିନଡୋଜ ୨୦୦୦, ୱିନଡୋଜ ଏମ.ଇ., ୱିନଡୋଜ ଏକ୍ସପି, ୱିନଡୋଜ ସର୍ଭର ୨୦୦୩ , ୱିନଡୋଜ ଭିସ୍ଟା, ୱିନଡୋଜ ୭, ୱିନଡୋଜ ସର୍ଭର ୨୦୦୮, ୱିନଡୋଜ ୮, ୱିନଡୋଜ ୧o ଇତ୍ୟାଦି ଅଛନ୍ତି ।

ଲିନକ୍ସ ଅପରେଙ୍ଗ ସିଷ୍ଟମ ଶ୍ରେଣୀ[ସମ୍ପାଦନା]

ଲିନକ୍ସ ଅପରେଟିଂ ସିଷ୍ଟମ ଶ୍ରେଣୀରେ ଲିନକ୍ସ କର୍ନେଲକୁ ବ୍ୟବହାର କରୁଥିବା ଅନେକ ଭର୍ସନ ଅଛନ୍ତି । ସେଗୁଡିକ ମଧ୍ୟରୁ କେତେକ ହେଲେ ଉବୁଣ୍ଟୁ ଲିନକ୍ସ, ଫେଡ଼ୋରା ଲିନକ୍ସ, ଓପେନସୁଶେ ଲିନକ୍ସ, ରେଡହାଟ ଲିନକ୍ସ, ମଣ୍ଡରିବା ଲିନକ୍ସ ଇତ୍ୟାଦି ।

ଇଉନିକ୍ସ ଅପରେଙ୍ଗ ସିଷ୍ଟମ ଶ୍ରେଣୀ[ସମ୍ପାଦନା]

ଇଉନିକ୍ସ ଅପରେଟିଂ ସିଷ୍ଟମ ଶ୍ରେଣୀରେ ଥିବା ବିଭିନ୍ନ ଭର୍ସନ ହେଲେ ସୋଲାରିସ, ବି.ଏସ.ଡି., ଓ.ଏସ. ଏକ୍ସ, ଏ.ଆଇ.ଏକ୍ସ. ଇତ୍ୟାଦି ।

ଆଧାର[ସମ୍ପାଦନା]