ୱାର୍ଦ୍ଧା ନଦୀ
Wardha | |
---|---|
Country | India |
Basin | |
Main source | Multai |
River mouth | Pranahita |
Progression | Madhya Pradesh, Maharashtra, Telangana |
Physical characteristics | |
Length | 528 km (328 mi) |
Features | |
Tributaries |
ୱାର୍ଦ୍ଧା ,ବା ବହଧା ,[୧] ମରାଠୀ: वर्धा ତେଲୁଗୁ: వార్ధా నది)ଭାରତର ଭ୍ଦର୍ଭ ଅଞ୍ଚଳର ଏକ ବୃହତ ନଦୀ । ୱାର୍ଦ୍ଧା ନଦୀ ଚମୋରାଶିର ଦକ୍ଷିଣକୁ ୱାଇନଗଙ୍ଗା ନଦୀ ସହ ମିଳିତ ହୁଏ ଏବଂ ପ୍ରାଣହିତ ନଦୀ ସୃଷ୍ଟି କରି ତେଲେଙ୍ଗନ ରାଜ୍ୟର ଆଦିଲାବାଦ ଜିଲ୍ଲାକୁ ପ୍ରବାହିତ ହୁଏ । [୨]
ଉପତ୍ତି
[ସମ୍ପାଦନା]777 ମିଟର ଉତ୍ଚ ସାତପୁରା ରେଞ୍ଜ ପର୍ବତମାଳାର ଖଇରବନୀ ଗରମ ନିକଟରେ ଥିବା ମୁଲଟାଇ ଅଞ୍ଚଳରୁ ଉପନ୍ନ ହେଇଥାଏ ।
ଗତିପଥ
[ସମ୍ପାଦନା]ଉପତ୍ତି ସ୍ଥଳରୁ ମଧ୍ୟପ୍ରଦେଶରେ 32 କିଲୋମିଟର ପ୍ରବାହିତ ହେଲା ପରେ ଏହା ମହାରାଷ୍ଟ୍ରକୁ ପ୍ରବେଶ କରି ସେଠାରେ 528 କିଲୋମିଟର ଯିବା ପରେ ଏହା ୱାଇନଗଙ୍ଗା ନଦୀରେ ମିଳିତ ହେଇ ପ୍ରାଣହିତ ନଦୀ ଭାବରେ ବହି ଯାଏ ଓ ଗୋଦାବରୀ ସହ ମିଳିତ ହୁଏ ।
ଶାଖା ନଦୀ ସମୂହ
[ସମ୍ପାଦନା]ଏହାର ମୁଖ୍ୟ ଶାଖା ନଦୀମାନେ ମଦୁ , ବେମବ୍ଲା , ପେନଗଙ୍ଗା ଆଦି
ବନ୍ଧ
[ସମ୍ପାଦନା]ୱାର୍ଦ୍ଧା ନଦୀରେ ବିଶାଳ ୱାର୍ଧା ବନ୍ଧ ମୋରଶୀ ନାମକ ସ୍ଥାନରେ ନିର୍ମିତ । ଏହାକୁ ଅମରାବତି ସହର ତଥା ମୋରଶୀ , ବାଲୁଡ ତହସିଲର ଜୀବନଧାରା କୁହାଯାଇଥାଏ । ଏହି ସ୍ଥାନରେ ବିପୁଳ ପରିମାଣରେ ଅରେଞ୍ଜ ଚାଷ ହେଇଥାଏ । [୩] ୱାର୍ଦ୍ଧାର ଶାଖା ନଦୀ ବେମ୍ବାଲା ନଦୀରେ ମଧ୍ୟ ଏକ ବନ୍ଧ ନିର୍ମିତ ହଉଛି ।
ଟୀକା
[ସମ୍ପାଦନା]- ↑ ଛାଞ୍ଚ:GEOnet2, United States National Geospatial-Intelligence Agency
- ↑ Topographic map "Sirpur, India, NE-44-02, 1:250,000" Series U502, US Army Map Service, July 1963
- ↑ "ଆର୍କାଇଭ୍ କପି". Archived from the original on 2010-05-22. Retrieved 2016-12-05.
{{cite web}}
: Cite has empty unknown parameter:|1=
(help)