ୱାଘା
ଦେଖଣା
ବୋଲି କୁହାଯାଏ।
ୱାଘା
ਵਾਹਗਾ / वाघा / واہگہ ୱାଘା | |
---|---|
Village | |
![]() ଫ୍ଲାଗ ଲୋୟର ସେରିମନି ଇଣ୍ଡିଆ - ପାକିସ୍ତାନ ଅନ୍ତର୍ଜାତୀୟ ସୀମାନ୍ତ ନିକଟତର ୱାଘାଠାରେ | |
![]() ଓସ୍ମ୍ ନକ୍ସା ୱାଘା ଏବଂ ଅଟାରୀକୁ ଦେଖାଉଅଛି,ସେଠାରେ ରେଲୱେ ଷ୍ଟେସନ ଏବଂୱାଘା ସୀମାନ୍ତ ପର୍ବକୁ ଦେଖାଉଅଛି। ଉପର କୋଣକୁ ଦେଖାଯାଉଥିବା ଛବିରେ ଦୁଇଟି ସହର ଲାହୋର ଏବଂ ଅମୃତସର ମଧରେ ଥବା ଗାଁମାନଙ୍କୁ ଦେଖାଯାଉଅଛି । (click to expand) | |
country | ![]() |
ପ୍ରଦେଶ | ପଞ୍ଜାବ |
ଜିଲ୍ଲା | ଲାହୋର |
ତହସିଲ | ୱାଘା ସହର |
Time zone | UTC+5 (PST) |
• Summer (DST) | +6 |
ୱାଘା (ପଞ୍ଜାବୀ (Gurmukhi): ਵਾਹਗਾ, ହିନ୍ଦୀ : वाघा, ଉର୍ଦ୍ଦୁ: واہگہ) ଗାଁ ରୋଡ଼ ସୀମାନ୍ତରେ ଅବସ୍ଥିତ,ଜିନିଷ ପତ୍ର ପରିବହନ ଏବଂ ରେଲୱେ ଷ୍ଟେସନ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ,[୧] ଏବଂ ଗ୍ରାଣ୍ଡ ଟଙ୍କ ରୋଡ଼ ଅମୃତସର, ପଞ୍ଜାବ, ଭାରତ,ଓ ଲାହୋର, ପଞ୍ଜାବ, ପାକିସ୍ତାନ ଦୁଇ ସହର ମଧ୍ୟ ଦେଇ ଯାଇଅଛି।
ସୀମାନ୍ତ 24 kilometres (15 mi) ଲାହୋରଠାରୁ ଏବଂ 32 kilometres (20 mi) ଅମୃତସରଠାରୁ।ଏହା ମଧ୍ୟ ସୀମାନ୍ତ ଗାଁ ଅଟାରୀଠାରୁ 3 kilometres (1.9 mi) |
overview
[ସମ୍ପାଦନା]ୱାଘା ସୀମାନ୍ତ ପର୍ବ
[ସମ୍ପାଦନା]ଗ୍ୟାଲେରି
[ସମ୍ପାଦନା]overview
[ସମ୍ପାଦନା]ୱାଘା ସୀମାନ୍ତ ପର୍ବ
[ସମ୍ପାଦନା]ଗ୍ୟାଲେରି
[ସମ୍ପାଦନା]- ↑ "Mixed feelings on India-Pakistan border". BBC News. 14 August 2007.