ହାଡ଼ିବନ୍ଧୁ ମିର୍ଦ୍ଧା
Appearance
ହାଡ଼ିବନ୍ଧୁ ମିର୍ଦ୍ଧା | |
---|---|
ଜନ୍ମ |
ମିର୍ଦ୍ଧାପାଲି, ବରପାଲି, ବରଗଡ଼ | ୨ ଅପ୍ରେଲ ୧୯୪୧
ମୃତ୍ୟୁ | ୧ ମଇ ୨୦୧୪ | (ବୟସ ୭୩)
ମୃତ୍ୟୁର କାରଣ | ହୃଦ୍ଘାତ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ, ପି.ଏଚ୍.ଡି |
ପ୍ରସିଦ୍ଧି | ସାହିତ୍ୟିକ[୨], ଶିକ୍ଷାବିତ ଓ ପ୍ରଶାସକ |
ହାଡ଼ିବନ୍ଧୁ ମିର୍ଦ୍ଧା (୨ ଅପ୍ରେଲ ୧୯୪୧ - ୧ ମଇ ୨୦୧୪), ଏକାଧାରରେ ଜଣେ ସାହିତ୍ୟିକ, ଶିକ୍ଷାବିତ, ପ୍ରଶାସକ ଓ ସଂଗଠକ ଥିଲେ ।
ବୃତ୍ତିଗତ ଜୀବନ
[ସମ୍ପାଦନା]ହାଡ଼ିବନ୍ଧୁ, ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଏକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । [୩]୧୯୭୨ ମସିହାରେ, ଭବାନୀପାଟଣାର ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଥିଲେ । ୧୯୭୭ରୁ ୧୯୯୨ ମସିହା ପର୍ଯ୍ୟନ୍ତ, ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ, ସାନ୍ଧ୍ୟ ମହାବିଦ୍ୟାଳୟ ଓ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରି, ଛାତ୍ରଛାତ୍ରୀମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ । ୧୯୯୬ରୁ ୧୯୯୯ ପର୍ଯ୍ୟନ୍ତ, ସେ ଓପିଏସସିର ସଦସ୍ୟ[୪] ଓ ୧୯୯୯-୨୦୦୨[୫] ପର୍ଯ୍ୟନ୍ତ, ସେ ଓପିଏସସିର ଅଧ୍ୟକ୍ଷ[୬] ଭାବରେ କାର୍ଯ୍ୟ କରିଥିଲେ । ୨୦୦୩ରେ ସେ ଅବସର ଗ୍ରହଣ କରିଥିଲେ । ସେ 'ଅଲ୍ ଓଡ଼ିଶା ଆଦିବାସୀ କଲଚରାଲ ଆସୋସିଏସନ'ର ପ୍ରତିଷ୍ଠାତା ସଭାପତି ଥିଲେ ।
ସାହିତ୍ୟ କୃତି
[ସମ୍ପାଦନା]- ଫଗୁଣର ସଂଳାପ
- କରମା ପୂଜା ଓ ଆଦିବାସୀ ପରମ୍ପରା
- ଆଦିବାସୀ ଜୀବନର ପରମ୍ପରା
- ପଣ୍ଡିତ ରାଘବ ମିଶ୍ରଙ୍କ ଜୀବନୀ[୭]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Orissa reference: glimpses of Orissa. TechnoCAD Systems. 2001.
- ↑ The Indian P.E.N. P.E.N. All-India Centre. 1969.
- ↑ http://epaper.prameyanews.com/Details.aspx?id=18565&boxid=182018109[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2011-08-23. Retrieved 2014-05-03.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2014-05-02. Retrieved 2014-05-03.
{{cite web}}
: Cite has empty unknown parameter:|1=
(help) - ↑ http://www.business-standard.com/article/pti-stories/hadibandhu-mirdha-passes-away-114050100811_1.html
- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2014-05-03.
{{cite web}}
: Cite has empty unknown parameter:|1=
(help) - ↑ "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 31 March 2022.
- ↑ http://www.thehindu.com/todays-paper/tp-national/tp-otherstates/sahitya-akademi-awards-presented/article1900669.ece
- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2014-05-03.
{{cite web}}
: Cite has empty unknown parameter:|1=
(help)