ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ
Clinical data | |
---|---|
Trade names | Hespan, Voluven, Volulyte, Tetrahes, Hestar, Others |
Synonyms | Tetrastarch, hetastarch |
AHFS/Drugs.com | HES 130/0.4: monograph Hetastarch: monograph |
Routes of administration | Intravenous |
Pharmacokinetic data | |
Elimination half-life | 1.4 hrs |
Excretion | Kidney |
Identifiers | |
ECHA InfoCard | 100.120.749 |
Chemical and physical data | |
Molar mass | 130–200 kg/mol (typical) |
3D model (JSmol) | |
| |
| |
(verify) |
ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ ( HES ), ଅନ୍ୟମାନଙ୍କ ମଧ୍ୟରେ ଭଲ୍ୟୁଭେନ୍ ଏକ ବେପାର ନାମ, ଯାହା ଜୀବକୋଷ ବହିର୍ଭୁତ ତରଳ ପଦାର୍ଥର ପରିମାଣ କମୁଥିଲେ (ହାଇପୋଭୋଲେମିଆ)ର ତାହାର ପରିମାଣ ବୃଦ୍ଧି କରିବାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ [୧] ସାଧାରଣତଃ କ୍ରିସ୍ଟାଲଏଡ (crystalloid) ବା କଲିଳ ଦ୍ରବଣ ଦେବାକୁ ଅଧିକ ପସନ୍ଦ କରାଯାଏ | [୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ, ରକ୍ତସ୍ରାବ, ହୃଦ୍ପାତ ଏବଂ ଶକ୍ ହୋଇପାରେ ।[୧] [୨] ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ଭାବନା ଏବଂ ବୃକ୍କ ସମସ୍ୟା ହୋଇପାରେ ।[୩] ଏହା ଏକ ଉତ୍ପାଦିତ କୋଲଏଡ ଦ୍ରବଣ ।[୧]
୧୯୬୦ ଦଶକରେ ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୪] ୟୁରୋପ ୨୦୧୩ରେ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲା ଏବଂ ସଂପୃକ୍ତ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୨୦୧୮ରେ ସେମାନଙ୍କୁ ବଜାରରୁ ବାହାର କରିଦେଲା | [୫] [୬] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦୦ ମିଲି ବ୍ୟାଗ ଥିବା ଏହାର ମୂଲ୍ୟ ୮୦ ଡଲାର ଥିଲା ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Hydroxyethyl Starch 130/0.4 Monograph for Professionals". Drugs.com (in ଇଂରାଜୀ). Archived from the original on 13 March 2016. Retrieved 10 December 2021.
- ↑ "Hetastarch Monograph for Professionals". Drugs.com (in ଇଂରାଜୀ). Archived from the original on 21 May 2016. Retrieved 10 December 2021.
- ↑ Zarychanski, R; Abou-Setta, AM; Turgeon, AF; Houston, BL; McIntyre, L; Marshall, JC; Fergusson, DA (Feb 20, 2013). "Association of hydroxyethyl starch administration with mortality and acute kidney injury in critically ill patients requiring volume resuscitation: a systematic review and meta-analysis". JAMA: The Journal of the American Medical Association. 309 (7): 678–88. doi:10.1001/jama.2013.430. PMID 23423413.
- ↑ Bilotta, F; Giordano, G; Caroletti, F; Pugliese, F (June 2018). "Hydroxyethyl starch: the Paradigm of Eminence-Based Versus Evidence-Based Medicine-1". Turkish journal of anaesthesiology and reanimation. 46 (3): 165–167. doi:10.5152/TJAR.2018.030618. PMID 30140509.
- ↑ "PRAC recommends suspending hydroxyethyl-starch solutions for infusion from the market". Archived from the original on 10 July 2021. Retrieved 10 December 2021.
- ↑ "Hydroxyethyl-starch solutions for infusion to be suspended – CMDh endorses PRAC recommendation". Archived from the original on 14 November 2021. Retrieved 10 December 2021.
- ↑ "Voluven Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 December 2021.