ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ

ଉଇକିପିଡ଼ିଆ‌ରୁ
ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ
Clinical data
Trade namesHespan, Voluven, Volulyte, Tetrahes, Hestar, Others
SynonymsTetrastarch, hetastarch
AHFS/Drugs.comHES 130/0.4: monograph
Hetastarch: monograph
Routes of
administration
Intravenous
Pharmacokinetic data
Elimination half-life1.4 hrs
ExcretionKidney
Identifiers
ECHA InfoCard100.120.749 Edit this at Wikidata
Chemical and physical data
Molar mass130–200 kg/mol (typical)
3D model (JSmol)
  • O(CCO)[C@H]1O[C@@H]([C@@H](OCCO)[C@H](OCCO)[C@H]1OCCO)COCCO.OC[C@H]1O[C@H](O)[C@H](O)[C@@H](O)[C@@H]1O
  • InChI=1S/C16H32O11.C6H12O6/c17-1-6-22-11-12-13(23-7-2-18)14(24-8-3-19)15(25-9-4-20)16(27-12)26-10-5-21;7-1-2-3(8)4(9)5(10)6(11)12-2/h12-21H,1-11H2;2-11H,1H2/t12-,13-,14+,15-,16+;2-,3-,4+,5-,6+/m11/s1 checkY
  • Key:DNZMDASEFMLYBU-RNBXVSKKSA-N checkY
  (verify)

ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ ( HES ), ଅନ୍ୟମାନଙ୍କ ମଧ୍ୟରେ ଭଲ୍ୟୁଭେନ୍ ଏକ ବେପାର ନାମ, ଯାହା ଜୀବକୋଷ ବ‌ହିର୍ଭୁତ ତରଳ ପଦାର୍ଥର ପରିମାଣ କମୁଥିଲେ (ହାଇପୋଭୋଲେମିଆ)ର ତାହାର ପରିମାଣ ବୃଦ୍ଧି କରିବାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ [୧] ସାଧାରଣତଃ କ୍ରିସ୍ଟାଲଏଡ (crystalloid) ବା କଲିଳ ଦ୍ରବଣ ଦେବାକୁ ଅଧିକ ପସନ୍ଦ କରାଯାଏ | [୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌‌ସିସ, ରକ୍ତସ୍ରାବ, ହୃଦ୍‌ପାତ ଏବଂ ଶକ୍ ହୋଇପାରେ ।[୧] [୨] ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ଭାବନା ଏବଂ ବୃକ୍‌କ ସମସ୍ୟା ହୋଇପାରେ ।[୩] ଏହା ଏକ ଉତ୍ପାଦିତ କୋଲଏଡ ଦ୍ରବଣ ।[୧]

୧୯୬୦ ଦଶକରେ ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୪] ୟୁରୋପ ୨୦୧୩ରେ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲା ଏବଂ ସଂପୃକ୍ତ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୨୦୧୮ରେ ସେମାନଙ୍କୁ ବଜାରରୁ ବାହାର କରିଦେଲା | [୫] [୬] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦୦ ମିଲି ବ୍ୟାଗ ଥିବା ଏହାର ମୂଲ୍ୟ ୮୦ ଡଲାର ଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Hydroxyethyl Starch 130/0.4 Monograph for Professionals". Drugs.com (in ଇଂରାଜୀ). Archived from the original on 13 March 2016. Retrieved 10 December 2021.
  2. "Hetastarch Monograph for Professionals". Drugs.com (in ଇଂରାଜୀ). Archived from the original on 21 May 2016. Retrieved 10 December 2021.
  3. Zarychanski, R; Abou-Setta, AM; Turgeon, AF; Houston, BL; McIntyre, L; Marshall, JC; Fergusson, DA (Feb 20, 2013). "Association of hydroxyethyl starch administration with mortality and acute kidney injury in critically ill patients requiring volume resuscitation: a systematic review and meta-analysis". JAMA: The Journal of the American Medical Association. 309 (7): 678–88. doi:10.1001/jama.2013.430. PMID 23423413.
  4. Bilotta, F; Giordano, G; Caroletti, F; Pugliese, F (June 2018). "Hydroxyethyl starch: the Paradigm of Eminence-Based Versus Evidence-Based Medicine-1". Turkish journal of anaesthesiology and reanimation. 46 (3): 165–167. doi:10.5152/TJAR.2018.030618. PMID 30140509.
  5. "PRAC recommends suspending hydroxyethyl-starch solutions for infusion from the market". Archived from the original on 10 July 2021. Retrieved 10 December 2021.
  6. "Hydroxyethyl-starch solutions for infusion to be suspended – CMDh endorses PRAC recommendation". Archived from the original on 14 November 2021. Retrieved 10 December 2021.
  7. "Voluven Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 10 December 2021.