ହରିହରଗଞ୍ଜ
ଦେଖଣା
Hariharganj | |
|---|---|
Block | |
| Country | |
| State | Jharkhand |
| District | Palamu |
| Block | Hariharganj |
| Government | |
| • Hariharganj | Hariharganj |
| Area | |
| • ସମୁଦାୟ | 240.72 km2 (92.94 sq mi) |
| Elevation | 108 m (354 ft) |
| Population (2001) | |
| • Total | ୮୭,୪୯୯ |
| • Density | 360/km2 (940/sq mi) |
| Languages | |
| Time zone | UTC+5:30 (IST) |
| Telephone code | 06566 |
| ଯାନବାହାନ ପଞ୍ଚୀକରଣ | JH |
| Website | palamu |
ହରିହରଗଞ୍ଜ, iଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ଏକ ବ୍ଲକ । 2001 ଜନଗଣନା ଅନୁସାରେ ଏଠାରେ 13,579 ପରିବାରରେ ସମୁଦାଯ 87,499 ଜଣ ବସବାସ କରୁଥିଲେ । ଏହି ବ୍ଲକରେ 194ଟି ଗ୍ରାମ ରହିଛି ।
ଏହି ବ୍ଲକ ପଲାମୁ ଜିଲ୍ଲାର ସୀମାରେ ଜାତୀୟ ରାଜପଥ 98 ନିକଟରେ ରହିଛି । ଏଠାକାର ଅଧିବାସୀମାନେ ମଗଧୀ ଭାଷା କହନ୍ତି ।
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ହରିହରଗଞ୍ଜର ଭୌଗୋଳିକ ଅବସ୍ଥିତି 24°30′N 84°16′E / 24.50°N 84.27°E. Iଏହା ସମୁଦ୍ରପତ୍ତାନଠାରୁ 10,000 ଫୁଟ ଉପରେ ରହିଛି ।
ଏଠାରେ ଦୂର୍ଗା ମନ୍ଦିର , ଗୋପାଳ ମନ୍ଦିର , ହନୁମାନ ମନ୍ଦିର ଆଦି ଦର୍ଶନୀୟ ସ୍ଥାନ ଭାବରେ ରହିଛି ।