ସ୍ଫୁଲିଙ୍ଗ (କବିତା ସଙ୍କଳନ)
ଦେଖଣା
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
| ସ୍ଫୁଲିଙ୍ଗ (କବିତା ସଙ୍କଳନ) | |
|---|---|
ସ୍ଫୁଲିଙ୍ଗ ବହିର ମଲାଟ | |
| ଲେଖକ | କୁନ୍ତଳା କୁମାରୀ ସାବତ |
| ଭାଷା | ଓଡ଼ିଆ |
| ବିଭାଗ | କବିତା ସଙ୍କଳନ |
| ପ୍ରକାଶକ | ଡା. କେ.ପି. ବ୍ରହ୍ମଚାରୀ, ଭାରତୀ ତପୋବନ ସଙ୍ଘ, ଦିଲ୍ଲୀ |
| ପ୍ରକାଶ ତାରିଖ | ୧୯୨୯ |
| ମାଧ୍ୟମ ପ୍ରକାର | ଛପାବହି |
| ଛାପାଖାନା | ବାଳକୃଷ୍ଣ କର, ସାରସ୍ୱତ ପ୍ରେସ, କଟକ |
| ପୃଷ୍ଠା | ୭୮ |
ସ୍ଫୁଲିଙ୍ଗ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ[୧] ରଚିତ ଏକ ଓଡ଼ିଆ କବିତା ସଙ୍କଳନ ।[୨] । ସ୍ଫୁଲିଙ୍ଗ ସଂକଳନଟି ସେତେବେଳର ଓଡ଼ିଆ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲା ଓ ସେମାନଙ୍କ ମଧ୍ୟରେ ଗତିଶୀଳତା ଆଣିବାର ପ୍ରୟାସ କରିଥିଲା ।[୩]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Sachidanandan Mohanty (7 December 2004). Early Women's Writings in Orissa, 1898-1950: A Lost Tradition. SAGE Publications. pp. 131–. ISBN 978-81-321-0195-6.
- ↑ କୁନ୍ତଳା କୁମାରୀ ସାବତ. ସ୍ଫୁଲିଙ୍ଗ. ଭାରତୀ ତପୋବନ ସଙ୍ଘ, ଦିଲ୍ଲୀ (୧୯୨୯)
- ↑ Orissa Review (PDF) (ଅଗଷ୍ଟ ୨୦୧୦): ୨୬ http://magazines.odisha.gov.in/Orissareview/2010/August/engpdf/25-28.pdf. Retrieved 2 May 2018.
{{cite journal}}: Missing or empty|title=(help)[permanent dead link]