ସ୍ନେହଲତା ପ୍ରହରାଜ

ଉଇକିପିଡ଼ିଆ‌ରୁ

ସ୍ନେହଲତା ପ୍ରହରାଜ ଜଣେ ଓଡ଼ିଆ ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ। ଆକାଶବାଣୀ କଟକରୁ ଅନେକ ଗୀତ ତାଙ୍କର ପ୍ରଚାରିତ ହୋଇଛି। ରିଦ୍ଧି ମହାନ୍ତିଙ୍କ କଣ୍ଠରେ ତାଙ୍କ ନିର୍ଦ୍ଦେଶିତ ମୋତେ ଆଣିଦେ ଆଣିଦେ ସଖୀଲୋ ଭକ୍ତିଗୀତଟି ଲୋକପ୍ରିୟ। [୧]

ସେ ଗାଇଥିବା ଗୀତ

କ୍ରମ ଗୀତ ଗୀତିକାର ମନ୍ତବ୍ୟ/ଆଧାର
ସତ୍ୟବାଦୀ ଗୋବିନ୍ଦ ଦୀନକୃଷ୍ଣ ଦାସ [୨]
ଦୀନବାନ୍ଧବ ହେ ବାଙ୍କ ଦାସ [୩]

୧) ମୋ ଗୀତଗୁଡ଼ିକ ଗାଇଥିବା ଓଡ଼ିଶାର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଯଥା ଭିକାରୀ ବଳ, ଶୁକଦେବ ପତ୍ରୀ, ସିଂହାରୀ ଶ୍ୟାମସୁନ୍ଦର କର, ପଣ୍ଡିତ ରଘୁନାଥ ପାଣଗ୍ରାହୀ, ବାଣୀକଣ୍ଠ ନିମାଇଁ ହରିଚନ୍ଦନ, ମହମ୍ମଦ ସିକନ୍ଦର ଆଲାମ, ଶ୍ୟାମାମଣି ଦେବୀ, ସ୍ନେହଲତା ପ୍ରହରାଜ ଆଦି ବର୍ତ୍ତମାନ ଓ ଅବର୍ତ୍ତମାନରେ ଥିବା ସମସ୍ତ ଶିଳ୍ପୀଙ୍କୁ ଅଶେଷ କୃତଜ୍ଞତା/Digitisation ଅଭାବରୁ ଏ ଗୀତ ସବୁ ଏବେ ଦୁର୍ଲଭ/ବହିଟି ପାଠକୀୟ ଆଦୃତି ଲାଭକଲେ ସାରସ୍ୱତ ସନ୍ତୋଷ ମିଳିବ - ଗୀତିକାର ଲକ୍ଷ୍ମୀଧର ମିଶ୍ର [୪]

୨) Snehalata Praharaj ( Das ) , Nabakishore Mishra , Smt . Padmalaya Garabadu ( Mohapatra ) , Sisira Das ( Mohanty ) Arati Goswami ( Bose ) , Mamata Misra ( Nanda ) , Binapani Mohapatra ( Das ) Mamatarani Sahoo ( Sinha ) , Rashmi Misra [୫]

୩) Snehalata Praharaj: Odissi 4.00 Timir Baran : Sarod P.M. 5.55 News Commentary in 4.30 Chitrageeti f 12.30* As in Calcutta A Oriya (Music from Film Sopgs (Hindi) Sambalpur) EAST REGIONAL SERVICE 1.00 Music from Films t 1.30 News in [୬]

୪) Snehalata Praharaj 0627 PROGRAMME SUMMARY 2125 Basavraj Rajguru † Bhajan 0630 Vrindagan Khayal 0800 NEWS IN ENGLISH 0640 NEWS IN ENGLISH 2130 Geeti Bichitra : Patriotic TUESDAY 0815 NEWS IN HINDI 0645 G . R . Beherebua Songs of [୭]

ଆଧାର[ସମ୍ପାଦନା]

  1. Mote Anide Anide Sakhilo.. Sehi Kala Kahnei, retrieved 2023-12-03
  2. Snehlata Praharaj | Satyabadi Gobinda | Jagannath Bhajanavali | Akashvani Sangeet, retrieved 2023-12-03
  3. Snehlata Praharaj | Dinabandhaba He Banka Das | Jagannath Bhajanavali | Akashvani Sangeet, retrieved 2023-12-03
  4. "Facebook". www.facebook.com. Retrieved 2023-12-03.
  5. Cuttack, One Thousand Years (in ଇଂରାଜୀ). Cuttack City Millennium Celebrations Committee, The Universe. 1990.
  6. Delhi, All India Radio (AIR), New (1966-12-04). AKASHVANI: Vol. XXXI, No.49 ( 4 DECEMBER, 1966 ) (in ଇଂରାଜୀ). All India Radio (AIR),New Delhi.{{cite book}}: CS1 maint: multiple names: authors list (link)
  7. Delhi, Publications Division (India), New (1963-07-14). AKASHVANI: Vol. XXVIII. No. 28 ( 14 JULY, 1963 ) (in ଇଂରାଜୀ). Publications Division (India),New Delhi.{{cite book}}: CS1 maint: multiple names: authors list (link)