ସୌରଭ ଦୁବେ
Appearance
ସୌରଭ ଦୁବେ | |
---|---|
ଜାତୀୟତା | Indian |
ବୃତ୍ତି | Actor |
ସକ୍ରିୟ ବର୍ଷ | 1996–present |
ସୌରଭ ଦୁବେ ଜଣେ ଭାରତୀୟ ଅଭିନେତା, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଏବଂ ଦୂରଦର୍ଶନରେ କାମ କରନ୍ତି । ସେ ପ୍ରଧାନମନ୍ତ୍ରୀ ଧାରାବାହିକରେ ଜବାହାରଲାଲ ନେହେରୁଙ୍କ ଭୂମିକାରେ, ଅପହରନ୍, କାଇରୀ - ରିସ୍ତା ଖଟା ମିଠା ଆଦି ପାଇଁ ବେଶ୍ ଜଣାଶୁଣା ।[୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୧୯୯୯: ସଂଘର୍ଷ
- ୨୦୦୦: ହମାରା ଦିଲ୍ ଅପକେ ପାସ୍ ହୈ
- ୨୦୦୨: ଦି ଲିଜେଣ୍ଡସ୍ ଅଫ୍ ଭଗତ ସିଂହ
- ୨୦୦୩: ଦମ୍
- ୨୦୦୩: ବୋର୍ଡ଼ର୍ ହିନ୍ଦୁସ୍ତାନ୍ କି
- ୨୦୦୩: ତେରେ ନାମ୍
- ୨୦୦୪: ଦିୱାର୍: ଲେଟ୍ସ୍ ବ୍ରିଙ୍ଗ୍ ଆୱାର୍ ହିରୋସ୍
- ୨୦୦୫: ବ୍ଲାକ୍ମେଲ୍
- ୨୦୦୫: ସରକାର୍
- ୨୦୦୫: ୟାହାଁ
- ୨୦୦୫: ଅପହରନ୍
- ୨୦୦୫: କ୍ୟୁଁ କି
- ୨୦୦୭: ଧନ୍ ଧନା ଧନ୍ ଗୋଲ୍
- ୨୦୦୮: ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍
- ୨୦୦୯: ୪୨ କି.ମି.
- ୨୦୧୦: ଏ ଫ୍ଲାଟ୍
- ୨୦୧୦: ଆଦା... ଏ ୱେ ଅଫ୍ ଲାଇଫ୍
- ୨୦୧୧: ମୋନିକା
- ୨୦୧୧: କ୍ୟା ୟହି ସଚ୍ ହୈ
- ୨୦୧୨: ହେଟ୍ ଷ୍ଟୋରୀ
- ୨୦୧୨: ରିୱାୟତ୍
- ୨୦୧୩: ମଛଲି ଜଲ୍ କି ରାନୀ ହୈ
- ୨୦୧୩: ଫୋର୍ ଟୁ କା ୱାନ୍
ୱେବ୍ ସିରିଜ୍
[ସମ୍ପାଦନା]- ୨୦୨୦: ଟ୍ୱିଷ୍ଟେଡ୍ ୩
- ୨୦୨୨: ମାଇ: ଏ ମଦର୍ସ୍ ରେଜ୍ (ରଘୁ)
ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]- ୧୯୯୬: ୟୁଗ୍ (ମହମ୍ମଦ ଅଲି ଜିନ୍ନା)
- ୧୯୯୮: ୱୋ (ପିଣ୍ଟୋ, ଜୁଲିଙ୍କ ଜେଜେବାପା)
- ୨୦୦୨: ୧୮୫୭ କ୍ରାନ୍ତି (ରାଜ ପୁରୋହିତ)
- ୨୦୧୦-୨୦୧୨: ଶଶୁରାଲ୍ ଗେନ୍ଦା ଫୁଲ୍ (ପାନ୍ନାଙ୍କ ଶ୍ୱଶୁର)
- ୨୦୧୨: କାଇରୀ - ରିସ୍ତା ଖଟା ମିଠା
- ୨୦୧୩: ପ୍ରଧାନମନ୍ତ୍ରୀ (ଜବାହାରଲାଲ ନେହେରୁ)
- ୨୦୧୪: ଦାରିବା ଡାଏରୀ[୨]
- ୨୦୧୭: କାଲ୍ ଭୈରବ ରହସ୍ୟ (ଗୌରୀର ବାପା)
ଆଧାର
[ସମ୍ପାଦନା]- ↑ "Saurabh Dubey to enter Kairee". The Times of India. 2012-11-05. Archived from the original on 2013-11-15. Retrieved 2016-02-10.
- ↑ "Dariba Diaries (TV Series 2014–2015) - IMDb" – via www.imdb.com.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୌରଭ ଦୁବେ