ସୌମିଲି ବିଶ୍ୱାସ
Appearance
ସୌମିଲି ବିଶ୍ୱାସ | |
---|---|
ଜନ୍ମ | ୨୯ ସେପ୍ଟେମ୍ବର କଲିକତା, ପଶ୍ଚିମ ବଙ୍ଗ, ଭାରତ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି |
|
ବୈବାହିକ-ସାଥୀ |
ଅୟାନ ଘୋଷ (m. ୨୦୧୨) |
ସୌମିଲି ବିଶ୍ୱାସ ଜଣେ ଭାରତୀୟ ବଙ୍ଗଳା-ଭାଷୀ ଅଭିନେତ୍ରୀ ଓ ମଡେଲ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର, ଦୂରଦର୍ଶନରେ ଉପସ୍ଥାପନା ଓ ଶାସ୍ତ୍ରୀୟ ନୃତ୍ୟ ପାଇଁ ଜଣାଶୁଣା ।[୧] ୨୦୦୩ ମସିହାରେ ସେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଆଲୋ, ଯେଉଁଥିରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ଏହାପରେ, ସେ ତାରା ବାଂଲା ଚ୍ୟାନେଲ୍ରେ ଏକ କାର୍ଯ୍ୟକ୍ରମ ଉପସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।[୨] ୨୦୦୭ ମସିହାରେ, ସେ ଇଟିଭି ବାଂଲାରେ ପ୍ରସାରିତ ଧାରାବାହିକ ଦୁର୍ଗେ ଦୁର୍ଗତିନାଶିନୀରେ ଦେବୀ ଦୁର୍ଗା ଭୂମିକାରେ କାମ କରିଥିଲେ ।[୩] ୧୭ ଫେବୃଆରୀ ୨୦୨୧ରେ, ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ଭରତନାଟ୍ୟମରେ ସଙ୍ଗୀତ ରତ୍ନ ଓ ସଙ୍ଗୀତ ବିଭାକର ପୁରସ୍କାର ପାଇଛନ୍ତି ।[୧][୪][୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଆଲୋ - ୨୦୦୩
- ଗ୍ୟାରକାଲ (୨୦୦୪)
- ସଂଗ୍ରାମ (୨୦୦୫)
- ଆଶା (୨୦୦୬)
- ଅଗ୍ନିଶପଥ (୨୦୦୬)
- ବାଜିମାତ (୨୦୦୮)
- ୟୁ-ଟର୍ଣ୍ଣ (୨୦୧୦)
- ଅଗ୍ନିଶିଖା (୨୦୧୦)
- ତିନ୍ ତନୟା (୨୦୧୧)
- ସାଧୁ ତୋମାକେ ଚାଇ (୨୦୧୩)
ଅଭିନୀତ ଧାରାବାହିକ
[ସମ୍ପାଦନା]- ଝୁମ୍ ତା ରା ରା (ଜୀ ବାଂଲା)
- ସିଲାବସ୍-ଇ ନେଇ (ତାରା ବାଂଲା)
- କୋନ କାନୋନେର ଫୁଲ (ଜୀ ବାଂଲା)
- ସମୟ (ରୁପୋଷୀ ବାଂଲା)
- ବ୍ୟୋମକେଶ (କଲର୍ସ ବାଂଲା)
- ଜୟ ବାବା ଲୋକନାଥ (ଜୀ ବାଂଲା)
ରିଆଲିଟି ଶୋ
[ସମ୍ପାଦନା]- ରଙ୍ଗଘର (ଜୀ ବାଂଲା)
- ଦିଦି ନଂ. ୧ (ଜୀ ବାଂଲା)
- ଡ୍ୟାନ୍ସ ବାଂଲା ଡ୍ୟାନ୍ସ (ଜୀ ବାଂଲା)[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Soumili Biswas Tollyworld profile". Tollyworld website. Archived from the original on 23 June 2013. Retrieved 10 July 2012.
- ↑ "Interview: Danseuse-Actress Soumili Biswas (Teen Tanaya, Sudhu Tomake Chai, Kanchanbabu) talks about her career in Bengali films". WBRi. Archived from the original on 1 March 2022. Retrieved 10 July 2012.
- ↑ "Spotlight Soumili". Telegraph Calcutta. 5 October 2007. Archived from the original on 3 February 2013. Retrieved 10 July 2012.
- ↑ Clean & Clear event at Jogamaya Devi College
- ↑ Soumili Biswas
- ↑ "Zee Bangla launches 11th season of its dance reality show Dance Bangla Dance" (in Bengali).
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୌମିଲି ବିଶ୍ୱାସ