ସୋରେଙ୍ଗ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୋରେଙ୍ଗ
city
Country India
StateSikkim
DistrictWest
Population
 (2011)
 • Totalno informatation
Languages
 • OfficialNepali, Bhutia, Lepcha, Limbu, Newari, Rai, Gurung, Mangar, Sherpa, Tamang and Sunwar
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣSK

ସୋରେଙ୍ଗ (ନେପାଳୀ: सोरेङ)ଭାରତୀୟ ରାଜ୍ୟ ସିକ୍କିମର ଏକ ଗ୍ରାମ । ଏହା ବହୁ ପରିମାଣରେ ପନି ପରିବା  , ଅରେଞ୍ଜ ଓ ଫୁଲ ଉତ୍ପାଦନ ପାଇଁ ଅଞ୍ଚଳରେ ପ୍ରସିଦ୍ଧ । ଏହା ରାଜ୍ୟର  ଦାର୍ଜିଲିଂଠାରୁ 45 କିଲୋମିଟର ଦୂର ଓ ରାଜ୍ୟ ରାଜଧାନୀ ଗାଙ୍ଗଟକଠାରୁ 129 କିଲୋମିଟର ଦୁରବର୍ତୀ ।

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଏହାର ଭୌଗୋଳିକ ଅବସ୍ଥିତି 27.17°N 88.20°Eଠାରେ । 

ଅର୍ଥନୈତିକ ସ୍ଥିତି[ସମ୍ପାଦନା]

  ଏଠାକାର ଅଧିବାସୀମାନେ ମୁଖ୍ଯତଃ କୃଷି ଉପରେ ନିର୍ଭରଶୀଳ । ପାର୍ବତ୍ଯ ଓ ଶୀତଳ ଜଳବାଯୁ ଯୋଗୁଁ ଏଠାରେ ଖୁବ ଭଲ ପନି ପାରିବା ଚାଷ ଓ ଅରେଞ୍ଜ ଚାଷ ହେଇଥାଏ । ଏହା ବ୍ଯତୀତ ଏଠାରେ ଫୁଲ ଚାଷ ବହିଲା ପରିମାଣରେ ହେଇ ଅନନ୍ୟ ସ୍ଥାନକୁ ପଠାଯାଇଥାଏ ।  ଜନସଂଖ୍ୟା  ସୋରେଙ୍ଗଠାରେ 2011 ଜନଗଣନା ଅନୁସାରେ ସମୁଦାୟ 887ଟି ପରିବାର ବସବାସ କରୁଥିଲେ । ଏଠାରେ ସମୁଦାୟ 3818 ଜଣ ଅଧିବାସୀ ରହିଥିବାବେଳେ ତାହା ମଧ୍ୟରୁ ପୁରୁଷ ସଂଖ୍ୟା 1937 ଓ ମହିଳା ସଂଖ୍ୟା 1881 ରହିଥିଲା । 6 ବର୍ଷରୁ କମ ସଂଖ୍ୟା ଏଠାରେ 368 ବା ସମୁଦାୟ ଜନସଂଖ୍ୟାର 9.64 % ରହିଥିଲା । ସୋରେଙ୍ଗର ସାକ୍ଷ୍ୟରତା ହାର 83.39 % ରହିଥିଲା ଯାହା ଜାତୀୟ ହାର ସହ ସିକ୍କିମର ସାକ୍ଷ୍ୟରତା ହାରଠାରୁ ଆଡଜିକ ଥିଲା । ଏଠାରେ ସଂଖ୍ୟାଧିକ ଲୋକ ହିନ୍ଦୁ ସମୋପ୍ପ୍ରଦୟର ହେଇଥିବା ବେଳେ ଶିଖ , ମୁଆସଲିମ ଓ ଖ୍ରୀଷ୍ଟିୟାନ ଧର୍ମର ଲୋକ ମଧ୍ୟ ରହନ୍ତି ।[୧]

 ପର୍ଯ୍ୟଟକ ଆକର୍ଷଣ [ସମ୍ପାଦନା]

ଏଠାରୁ କଞ୍ଚନଜଙ୍ଘା ପର୍ବତ ଦେଖା ଯାଇଥାଏ । ପର୍ଯ୍ୟଟକମାନେ ଏଠାକାର ଶୀତଳ ଜଳବାଯୁ ପାଇଁ ଗ୍ରୀଷ୍ମ କାଳରେ ମଧ୍ୟ ପର୍ଯ୍ୟଟନ ପାଇଁ ଆସିଥାନ୍ତି । ଚତୁରର୍ଦିଗରେ ସୁନ୍ଦର ପ୍ରକୃତିକ ଦୃଶ୍ୟ , ସବୁଜ ଅଞ୍ଚଳ ଓ ରଙ୍ଗୀନ ପୁଷ୍ପ ଉଦ୍ୟାନ ସହ ନିକଟରେ ବହି ଯାଉଥିବା ତିସ୍ତା ନଦୀରେ ମାଛ ଧରିବା , ଏହି ସ୍ଥାନର ମୁଖ୍ୟ ଆକର୍ଷଣ । ଏଠାରୁ କଞ୍ଚନଜଙ୍ଘାଠାରେ ଥିବା ରୋଡେନ୍ଦ୍ରନ ଅଭୟାରଣ୍ୟ ଓ ସିଙ୍ଗଲୀଳା ଜାତୀୟ ପାର୍କ[୨]କୁ ଯାଇ ସେଠାରେ ପ୍ରକୃତିକୁ ଅତି ନିକଟରେ ଦେଖିବାକୁ ପର୍ଯ୍ୟଟକମାନେ ଆସିଥାନ୍ତି ।

ଆଧାର[ସମ୍ପାଦନା]

  1. http://www.census2011.co.in/data/village/261094-soreng-sikkim.html 
  2. Soreng is one of the three gateways to the Barsey Rhododendron Sanctuary. Sandwiched between the Singalila National Park in the south and Khangchendzonga Biosphere Reserve