ସୋପୋର
ଦେଖଣା
Sopore | |
---|---|
City | |
ଦେଶ | India |
ରାଜ୍ୟ | Jammu and Kashmir |
ଜିଲ୍ଲା | Baramulla |
Population (2001)[୧] | |
• Total | ୫୩,୨୪୬ |
ଭାଷା | |
• ସରକାରୀ | Urdu |
Time zone | UTC+5:30 (IST) |
ସୋପୋର ଏକ ଭାରତୀୟ ସହର ଅଞ୍ଚଳ କମିଟି ଅଟେ । ଏହା ଜାମ୍ମୁ ଓ କାଶ୍ମୀରର ବରମୁଲ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୋପୋର ସହରର ମୋଟ ଜନସଂଖ୍ୟା ୫୩୨୪୬ ଅଟେ ।[୨] ସେଥି ମଧ୍ୟରୁ ୫୩.୧୩% ଜଣ ପରୁଷ ହୋଇଥିବା ବେଳେ ୪୬.୮୭% ଜଣ ନାରୀ ଅଟନ୍ତି । ସୋପୋରର ସାକ୍ଷରତା ହାର ୫୪.୭୫% ଅଟେ । ଏହା ଜାତୀୟ ହାରଠାରୁ ୧୦.୦୯% ପ୍ରତିଶତ କମ ଅଟେ । ସେଥିରୁ ୩୩.୩୬% ପ୍ରତିଶତ ପୁରୁଷ ଓ ୨୧.୩୯% ନାରୀ ଅଟନ୍ତି । ୧୧.୫୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ଇଂରାଜୀ, କାଶ୍ମିରୀ, ଉର୍ଦ୍ଦୁ ସୋପୋରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2004-06-16. Retrieved 2004-06-16.
{{cite web}}
: Cite has empty unknown parameter:|1=
(help) - ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.