Jump to content

ସୋନାଲି ଚୋଧୁରୀ

ଉଇକିପିଡ଼ିଆ‌ରୁ
ସୋନାଲି ଚୋଧୁରୀ
ଜନ୍ମ
ଅନ୍ୟ ନାମକୁଚୁ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀରଜତ ଘୋଷ ଦସ୍ତିଦାର[]
ସନ୍ତାନ[]

ସୋନାଲି ଚୋଧୁରୀ ଜଣେ ଭାରତୀୟ ଅଭିନେତ୍ରୀ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[] ବଙ୍ଗଳା କଥାଚିତ୍ର ଅଗ୍ନିପରୀକ୍ଷାରେ ତାଙ୍କ ଅଭିନୀତ ଚରିତ୍ର ଅର୍ପଣା ଦେବରାୟ ପାଇଁ ସେ ଜଣାଶୁଣା । ସେ ବଙ୍ଗଳା ଧାରାବାହିକ ସାତ ଭାଇ ଚମ୍ପା, ଜଳ ନୁପୂର ଭଳି ବଙ୍ଗଳା ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ କଲିକତାରେ ଜନ୍ମଗ୍ରହଣ କରିଥିଲେ । ଅଲିପୁର ମଲ୍ଟିପର୍ସସ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲଶିକ୍ଷା ଶେଷ କରି କଲିକତା ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୦୦ ପରିଚୟ
୨୦୦୨ ଶିବା
୨୦୦୩ କେ ଆପଣ କେ ପୋର
୨୦୦୪ ଅଗ୍ନି
ଶକ୍ତି
୨୦୦୯ ଛ-ଇ ଛୁଟି
୨୦୧୦ ଟାର୍ଗେଟ
୨୦୧୧ ବାଏ ବାଏ ବ୍ୟାଙ୍କକ୍ ପ୍ରୀଥ ସାଧୁଖାନ
୨୦୧୨ ୮:୦୮ ଇଆର୍ ବଙ୍ଗାଓଁ ଲୋକାଲ୍
୨୦୧୫ ଆମର ପୃଥିବୀ
୨୦୧୯ ଦୋତାରା
୨୦୨୦ ଦୋଦ୍ରୋହିନୀ

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଚ୍ୟାନେଲ୍ ମନ୍ତବ୍ୟ ଆଧାର
୨୦୦୭ ଖେଲା ଜୀ ବାଂଲା
୨୦୦୯-୨୦୧୩ ଶୋଲା ଆନା କଲର୍ସ ବାଂଲା
ରାଜା ଆଣ୍ଡ ଗାଜା ଜୀ ବାଂଲା
୨୦୦୯ ଅଗ୍ନିପରୀକ୍ଷା
୨୦୧୭ ସାତ ଭାଇ ଚମ୍ପା ରାଣୀ ପଦ୍ମାବତୀ
ବୋଧିସାତ୍ୱର ବଧବୁଦ୍ଧି
କୁଣ୍ଡ ଫୁଲେର ମାଲା ଷ୍ଟାର୍ ଜଲ୍‌ସା
ଇଚ୍ଛେ ନଦୀ
ଜଳ ନୂପୁର
ମାଆ... ଓମାଏ ଚାରା ଘୁମ ଅସେନା
କାଜଲ ଭ୍ରମର
ହାତ ବରାଲେଇ ବନ୍ଧୁ
ଶୋଳ ଅନା
ରୋଇଲୋ ଫେରାର ନିମନ୍ତ୍ରଣ ଷ୍ଟାର୍ ଜଲ୍‌ସା
କି ଆଶାୟ ବଢ଼ି ଖେଲାଗାର
ନିର ଭଙ୍ଗା ଝର
ଅସମ୍ଭବ ଜୀ ବାଂଲା
ନିଜେର ଜାନ୍ୟେ ଶୋକ ଡିଡ ବାଂଲା
କୋନେ ବୋଉ
ବୋଧିସତ୍ତା []

ରିଆଲିଟି ଶୋ

[ସମ୍ପାଦନା]
ବର୍ଷ କାର୍ଯ୍ୟକ୍ରମ ଭୂମିକ ଚେନାଲ୍
ଡ୍ୟାନ୍ସ ବାଂଲା ଡ୍ୟାନ୍ସ ଜଜ୍ ଜୀ ବାଂଲା
ଅବ୍ବୁଲିଶ ଉପସ୍ଥାପିକା କଲର୍ସ ବାଂଲା
ଶ୍ରୀମତି ଚମ୍ପିଆନ୍
ଦାଦାଗିରି ଅନ୍‌ଲିମିଟେଡ୍ ସିଜିନ୍ ୮ ଗ୍ରାଣ୍ଡ ଫିନାଲେ ପ୍ରତିଯୋଗୀ ଜୀ ବାଂଲା
ଦିଦି ନାଂ ୧ (ସିଜିନ୍ ୫)
ଦିଦି ନାଂ ୧ (ସିଜିନ୍ ୭) ଅଗ୍ନିପରୀକ୍ଷାର ଅପର୍ନା ଭାବରେ
ଦିଦି ନାଂ ୧ (ସିଜିନ୍ ୮) ତାଙ୍କ ସ୍ୱାମୀ ରଜତଙ୍କ ସହିତ
  1. "'একদম সুখে নেই', স্বামী রজত ঘোষ দস্তিদারের সঙ্গে সমস্যা নাকি অভিনেত্রী সোনালীর?". Hindustantimes Bangla (in Bengali). 2023-02-09. Archived from the original on 2023-05-26. Retrieved 2023-05-26.
  2. "পুত্র সন্তানের জন্ম দিলেন সোনালী চৌধুরী, দেখে নিন কী নাম রাখলেন প্রথম সন্তানের!". Hindustantimes Bangla (in Bengali). 2021-05-13. Archived from the original on 2023-05-26. Retrieved 2023-05-26.
  3. সংবাদদাতা, নিজস্ব. "Sonali Chowdhury: মাতৃত্বযাপন, 'বডি শেমিং', ক্যামেরার সামনে ফেরার লড়াইয়ের কথা শোনালেন সোনালী". www.anandabazar.com (in Bengali). Retrieved 2023-05-26.
  4. "সোনালির কামব্যাক". eisamay.com (in Bengali). Retrieved 2023-08-24.

ବାହାର ଲିଙ୍କ୍

[ସମ୍ପାଦନା]