ସୋନାଲି ଚୋଧୁରୀ
ଦେଖଣା
ସୋନାଲି ଚୋଧୁରୀ | |
---|---|
ଜନ୍ମ | |
ଅନ୍ୟ ନାମ | କୁଚୁ |
ବୃତ୍ତି | ଅଭିନେତ୍ରୀ |
ବୈବାହିକ-ସାଥୀ | ରଜତ ଘୋଷ ଦସ୍ତିଦାର[୧] |
ସନ୍ତାନ | ୧[୨] |
ସୋନାଲି ଚୋଧୁରୀ ଜଣେ ଭାରତୀୟ ଅଭିନେତ୍ରୀ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୩] ବଙ୍ଗଳା କଥାଚିତ୍ର ଅଗ୍ନିପରୀକ୍ଷାରେ ତାଙ୍କ ଅଭିନୀତ ଚରିତ୍ର ଅର୍ପଣା ଦେବରାୟ ପାଇଁ ସେ ଜଣାଶୁଣା । ସେ ବଙ୍ଗଳା ଧାରାବାହିକ ସାତ ଭାଇ ଚମ୍ପା, ଜଳ ନୁପୂର ଭଳି ବଙ୍ଗଳା ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ କଲିକତାରେ ଜନ୍ମଗ୍ରହଣ କରିଥିଲେ । ଅଲିପୁର ମଲ୍ଟିପର୍ସସ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲଶିକ୍ଷା ଶେଷ କରି କଲିକତା ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୦୦ | ପରିଚୟ | |||
୨୦୦୨ | ଶିବା | |||
୨୦୦୩ | କେ ଆପଣ କେ ପୋର | |||
୨୦୦୪ | ଅଗ୍ନି | |||
ଶକ୍ତି | ||||
୨୦୦୯ | ଛ-ଇ ଛୁଟି | |||
୨୦୧୦ | ଟାର୍ଗେଟ | |||
୨୦୧୧ | ବାଏ ବାଏ ବ୍ୟାଙ୍କକ୍ | ପ୍ରୀଥ ସାଧୁଖାନ | ||
୨୦୧୨ | ୮:୦୮ ଇଆର୍ ବଙ୍ଗାଓଁ ଲୋକାଲ୍ | |||
୨୦୧୫ | ଆମର ପୃଥିବୀ | |||
୨୦୧୯ | ଦୋତାରା | |||
୨୦୨୦ | ଦୋଦ୍ରୋହିନୀ |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ | ଆଧାର |
---|---|---|---|---|---|
୨୦୦୭ | ଖେଲା | ଜୀ ବାଂଲା | |||
୨୦୦୯-୨୦୧୩ | ଶୋଲା ଆନା | କଲର୍ସ ବାଂଲା | |||
ରାଜା ଆଣ୍ଡ ଗାଜା | ଜୀ ବାଂଲା | ||||
୨୦୦୯ | ଅଗ୍ନିପରୀକ୍ଷା | ||||
୨୦୧୭ | ସାତ ଭାଇ ଚମ୍ପା | ରାଣୀ ପଦ୍ମାବତୀ | |||
ବୋଧିସାତ୍ୱର ବଧବୁଦ୍ଧି | |||||
କୁଣ୍ଡ ଫୁଲେର ମାଲା | ଷ୍ଟାର୍ ଜଲ୍ସା | ||||
ଇଚ୍ଛେ ନଦୀ | |||||
ଜଳ ନୂପୁର | |||||
ମାଆ... ଓମାଏ ଚାରା ଘୁମ ଅସେନା | |||||
କାଜଲ ଭ୍ରମର | |||||
ହାତ ବରାଲେଇ ବନ୍ଧୁ | |||||
ଶୋଳ ଅନା | |||||
ରୋଇଲୋ ଫେରାର ନିମନ୍ତ୍ରଣ | ଷ୍ଟାର୍ ଜଲ୍ସା | ||||
କି ଆଶାୟ ବଢ଼ି ଖେଲାଗାର | |||||
ନିର ଭଙ୍ଗା ଝର | |||||
ଅସମ୍ଭବ | ଜୀ ବାଂଲା | ||||
ନିଜେର ଜାନ୍ୟେ ଶୋକ | ଡିଡ ବାଂଲା | ||||
କୋନେ ବୋଉ | |||||
ବୋଧିସତ୍ତା | [୪] |
ରିଆଲିଟି ଶୋ
[ସମ୍ପାଦନା]ବର୍ଷ | କାର୍ଯ୍ୟକ୍ରମ | ଭୂମିକ | ଚେନାଲ୍ |
---|---|---|---|
ଡ୍ୟାନ୍ସ ବାଂଲା ଡ୍ୟାନ୍ସ | ଜଜ୍ | ଜୀ ବାଂଲା | |
ଅବ୍ବୁଲିଶ | ଉପସ୍ଥାପିକା | କଲର୍ସ ବାଂଲା | |
ଶ୍ରୀମତି ଚମ୍ପିଆନ୍ | |||
ଦାଦାଗିରି ଅନ୍ଲିମିଟେଡ୍ ସିଜିନ୍ ୮ ଗ୍ରାଣ୍ଡ ଫିନାଲେ | ପ୍ରତିଯୋଗୀ | ଜୀ ବାଂଲା | |
ଦିଦି ନାଂ ୧ (ସିଜିନ୍ ୫) | |||
ଦିଦି ନାଂ ୧ (ସିଜିନ୍ ୭) | ଅଗ୍ନିପରୀକ୍ଷାର ଅପର୍ନା ଭାବରେ | ||
ଦିଦି ନାଂ ୧ (ସିଜିନ୍ ୮) | ତାଙ୍କ ସ୍ୱାମୀ ରଜତଙ୍କ ସହିତ |
ଆଧାର
[ସମ୍ପାଦନା]- ↑ "'একদম সুখে নেই', স্বামী রজত ঘোষ দস্তিদারের সঙ্গে সমস্যা নাকি অভিনেত্রী সোনালীর?". Hindustantimes Bangla (in Bengali). 2023-02-09. Retrieved 2023-05-26.
- ↑ "পুত্র সন্তানের জন্ম দিলেন সোনালী চৌধুরী, দেখে নিন কী নাম রাখলেন প্রথম সন্তানের!". Hindustantimes Bangla (in Bengali). 2021-05-13. Retrieved 2023-05-26.
- ↑ সংবাদদাতা, নিজস্ব. "Sonali Chowdhury: মাতৃত্বযাপন, 'বডি শেমিং', ক্যামেরার সামনে ফেরার লড়াইয়ের কথা শোনালেন সোনালী". www.anandabazar.com (in Bengali). Retrieved 2023-05-26.
- ↑ "সোনালির কামব্যাক". eisamay.com (in Bengali). Retrieved 2023-08-24.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୋନାଲି ଚୋଧୁରୀ