ସୋଡିଅମ ଅକ୍ସିବେଟ
Clinical data | |
---|---|
Trade names | Xyrem, Alcover, Somsanit, others[୩] |
Synonyms | γ-Hydroxybutyric acid (GHB), 4-hydroxybutanoic acid, NSC-84223, WY-3478 |
AHFS/Drugs.com | monograph |
MedlinePlus | a605032 |
data |
|
Pregnancy category | |
Addiction liability | Extremely high[୧] |
Routes of administration | By mouth, intravenous |
Legal status | |
Legal status |
|
Pharmacokinetic data | |
Bioavailability | 88%[୪] |
Protein binding | <1%[୪] |
Onset of action | Within 30 min[୫] |
Elimination half-life | 0.5 to 1 hour. |
Excretion | Almost entirely by biotransformation to carbon dioxide, which is then eliminated by expiration |
Identifiers | |
| |
ECHA InfoCard | 100.007.231 |
Chemical and physical data | |
Formula | C4H7NaO3 |
Molar mass | ୧୨୬.୦୯ g·mol−1 |
3D model (JSmol) | |
| |
| |
(verify) |
ସୋଡିଅମ ଅକ୍ସିବେଟ, ଅନ୍ୟ ନାମ ୱାଇ- ହାଇଡ୍ରୋକ୍ସିବୁଟିରିକ ଏସିଡ ( GHB ) ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ହଠାତ୍ ମାଂସପେଶୀର ଦୁର୍ବଳତା ଏବଂ ନାର୍କୋଲପ୍ସିରେ ଦେଖାଯାଉଥିବା ଅତ୍ୟଧିକ ନିଦ୍ରାର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୪] ଏହା ନିଶ୍ଚେରକ, ମଦ୍ୟପାନ ପ୍ରତ୍ୟାହାର ଏବଂ ଓପିଓଏଡ ପ୍ରତ୍ୟାହାର ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୬][୫] ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।[୭][୬] ଏହି ଔଷଧର ପ୍ରଭାବ ୩୦ ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡ ବୁଲାଇବା, ନିଦ୍ରାଳୁ ଭାବ ଏବଂ କମ୍ପନ ହୋଇପାରେ ।[୮] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣଯଥେଷ୍ଟ ଶ୍ୱାସକ୍ରିୟା, ଅପବ୍ୟବହାର, ବାତ ଏବଂ କୋମା ହୋଇପାରେ ।[୪] ଏହାକୁ ମଦ୍ୟପାନ ସହିତ ବ୍ୟବହାର କରିବା ଉଚିତ୍ ନୁହେଁ ।[୪] ଗର୍ଭଧାରଣ କିମ୍ବା ସ୍ତନ୍ୟପାନ କରାଇବା ସମୟରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୯] ଏହା ଗାବା (GABA) ରିସେପ୍ଟର ମାଧ୍ୟମରେ କାମ କରେ ।[୫]
ସୋଡିଅମ ଅକ୍ସିବେ ୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୫ମସିହାରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[୮][୧୦] ଏହା ୧୯୬୦ ଦଶକରୁ ଅନେକ ଅବସ୍ଥା ପାଇଁ ବ୍ୟବହୃତ ହୋଇଆସୁଛି ।[୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୭] ଯୁକ୍ତରାଜ୍ୟରେ ୨୦୨୧ ମସିହା ସୁଦ୍ଧା ୯୦ମିଗ୍ରାର ମୂଲ୍ୟ ପ୍ରାୟ ୩୬୦ ପାଉଣ୍ଡ ଥିଲା ।[୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫,୮୦୦ ଡଲାର ଅଟେ ।[୧୧] ଏହା ଅନ୍ୟମାନଙ୍କ ମଧ୍ୟରେ Xyrem ବ୍ରାଣ୍ଡ ନାମରେ ବିକ୍ରି ହୁଏ | [୪] କାନାଡା ଏବଂ ଯୁକ୍ତରାଷ୍ଟ୍ରରେ ଏହାକୁ ସିଡ୍ୟୁଲ୍ ତୃତୀୟ ଶ୍ରେଣୀଭୁକ୍ତ କରାଯାଇଥିବାବେଳେ ୟୁରୋପରେ ଏହା ଏକ ସିଡ୍ୟୁଲ୍ ଚତୁର୍ଥ ନିୟନ୍ତ୍ରିତ ପଦାର୍ଥ ଅଟେ | [୧୨] ଏହା ମଧ୍ୟ ରେଭ୍ସରେ ମନୋରଞ୍ଜନକାରୀ ଭାବରେ ବ୍ୟବହୃତ ହୋଇଛି | [୫]
- ↑ Fisher, Gary L.; Roget, Nancy A. (2009). Encyclopedia of Substance Abuse Prevention, Treatment, and Recovery (in ଇଂରାଜୀ). SAGE. p. PT136. ISBN 978-1-4129-5084-8. Archived from the original on 2021-10-17. Retrieved 2021-10-12.
- ↑ "Sodium oxybate (Xyrem) Use During Pregnancy". Drugs.com. 2 April 2020. Archived from the original on 22 July 2020. Retrieved 22 July 2020.
- ↑ "International brands for Sodium Oxybate -". Drugs.com. Archived from the original on 16 April 2018. Retrieved 16 April 2018.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Xyrem- sodium oxybate solution". DailyMed. 30 September 2020. Archived from the original on 12 November 2020. Retrieved 14 November 2020.
- ↑ ୫.୦ ୫.୧ ୫.୨ ୫.୩ ୫.୪ M, Procyshyn, Ric; Z, Bezchlibnyk-Butler, Kalyna; Joel, Jeffries, J. (15 July 2021). Clinical Handbook of Psychotropic Drugs (in ଇଂରାଜୀ). Hogrefe Publishing. p. 378. ISBN 978-1-61676-593-4. Archived from the original on 17 October 2021. Retrieved 12 October 2021.
{{cite book}}
: CS1 maint: multiple names: authors list (link) - ↑ ୬.୦ ୬.୧ ୬.୨ "Critical review of gamma-hydroxybutyric acid (GHB)" (PDF). 2012. Archived (PDF) from the original on 2021-03-12. Retrieved 2021-06-27.:15, 27–28
- ↑ ୭.୦ ୭.୧ ୭.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 513. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୮.୦ ୮.୧ "Sodium Oxybate Monograph for Professionals". Drugs.com (in ଇଂରାଜୀ). Archived from the original on 14 November 2020. Retrieved 12 October 2021.
- ↑ "Sodium oxybate (Xyrem) Use During Pregnancy". Drugs.com (in ଇଂରାଜୀ). Archived from the original on 22 July 2020. Retrieved 12 October 2021.
- ↑ "Xyrem". Archived from the original on 6 October 2021. Retrieved 12 October 2021.
- ↑ "Xyrem Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 January 2021. Retrieved 12 October 2021.
- ↑ Wang YG, Swick TJ, Carter LP, Thorpy MJ, Benowitz NL (August 2009). "Safety overview of postmarketing and clinical experience of sodium oxybate (Xyrem): abuse, misuse, dependence, and diversion". Journal of Clinical Sleep Medicine. 5 (4): 365–71. doi:10.5664/jcsm.27549. PMC 2725257. PMID 19968016.