Jump to content

ସୋଡ଼ିଅମ ଥାଇଓପେଣ୍ଟାଲ

ଉଇକିପିଡ଼ିଆ‌ରୁ
ସୋଡ଼ିଅମ ଥାଇଓପେଣ୍ଟାଲ
Clinical data
Trade namesPentothal, Sodium Pentothal, Trapanal, others
SynonymsThiopental sodium,[୧] thiopental,[୨] thiopentone,[୩] truth serum
AHFS/Drugs.commonograph
Pregnancy
category
  • AU: D
    Routes of
    administration
    Intravenous (most common), by mouth, rectal
    Legal status
    Legal status
    Pharmacokinetic data
    Protein binding80%
    MetabolismLiver
    MetabolitesPentobarbital, others
    Onset of action< 45 sec[୪]
    Elimination half-life5.5[୫]–26 hours[୬]
    Duration of action5–15 min[୪]
    Identifiers
    • sodium 5-ethyl-5-pentan-2-yl-2-sulfanylidene-1,3-diazinane-4,6-dione
    ECHA InfoCard100.000.694 Edit this at Wikidata
    Chemical and physical data
    FormulaC11H17N2NaO2S
    Molar mass୨୬୪.୩୨ g·mol−1
    3D model (JSmol)
    • [Na+].O=C1NC(=S)/N=C(/[O-])C1(C(C)CCC)CC
    • InChI=1S/C11H18N2O2S.Na/c1-4-6-7(3)11(5-2)8(14)12-10(16)13-9(11)15;/h7H,4-6H2,1-3H3,(H2,12,13,14,15,16);/q;+1/p-1 checkY
    • Key:AWLILQARPMWUHA-UHFFFAOYSA-M checkY
      (verify)

    ସୋଡ଼ିଅମ ଥାୟୋପେଣ୍ଟାଲ, ଯାହା କେବଳ ଥାୟୋପେଣ୍ଟାଲ ଭାବରେ ମଧ୍ୟ ଜଣାଶୁଣା ଏବଂ ଅନ୍ୟମାନଙ୍କ ମଧ୍ୟରେ ଟ୍ରାପାନାଲ୍ ବ୍ରାଣ୍ଡ ନାମରେ ବିକ୍ରି ହୁଏ, ଏକ ସାଧାରଣ ନିଶ୍ଚେତକ ।[୧] ଏହା ନିଶ୍ଚେତକ ଆରମ୍ଭରେ ଦିଆଯାଏ, ଷ୍ଟାଟସ୍ ଏପିଲିପ୍ଟିକସ୍ ବା ସାଂଘାତିକ ଅପସ୍ମାର ଏବଂ ଭେଣ୍ଟିଲେଟ୍ ହୋଇଥିବା ଲୋକମାନଙ୍କ ମଧ୍ୟରେ ଇଣ୍ଟାକ୍ରାନିଆଲ୍ ଚାପ ବୃଦ୍ଧି ହେଉଥିଲେ ବ୍ୟବହୃତ ହୁଏ । [୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ଏହାର ପ୍ରଭାବ ୪୫ ସେକେଣ୍ଡରୁ କମ ସମୟରେ ଆରମ୍ଭ ହୁଏ ଓ ପ୍ରାୟ ୫ରୁ ୧୫ ମିନିଟର ଅବଧି ରହିଥାଏ ।[୪]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ବନ୍ଦ ହେବା, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ହୃତ୍‌ପିଣ୍ଡର ସଂଙ୍କୋଚନ ଶକ୍ତି ହ୍ରାସ ହୋଇଯାଏ ।[୨] [୩] ଆନାଫିଲାକ୍‌ସିସ ହୋଇପାରେ, ଯେପରି କୋମଳ ତନ୍ତୁରେ ଇଞ୍ଜେକ୍ସନ ଦିଆଗଲେ ତନ୍ତୁ ମୃତ୍ୟୁ ହୋଇପାରେ ।[୩] ଅପବ୍ୟବହାରର ମଧ୍ୟମ ଧରଣର ସଙ୍କଟ ଅଛି ।[୧] ବ୍ୟବହାର କଲା ପରେ ସ୍ତନ୍ୟପାନ କରାଯାଇପାରେ ।[୨] ଏହା ଏକ ବାର୍ବିଟ୍ୟୁରେଟ୍ ଏବଂ ମସ୍ତିଷ୍କ କାର୍ଯ୍ୟକଳାପକୁ ମନ୍ଥର କରି କାର୍ଯ୍ୟ କରେ କ୍ଷମ ହୁଏ ।[୧]

    ୧୯୩୪ ମସିହାରେ ସୋଡ଼ିଅମ ଥାୟୋପେଣ୍ଟାଲ ଆବିଷ୍କୃତ ହୋଇଥିଲା ।[୭] ପ୍ରୋଫୋଫୋଲର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୮] ୨୦୧୧ ପରଠାରୁ ଏହା ଆଉ ଯୁକ୍ତରାଷ୍ଟ୍ରରେ ବିକ୍ରି ହେଉନାହିଁ [୯] ଯୁକ୍ତରାଜ୍ୟରେ ଏକ ୫୦୦ ମିଗ୍ରା ଭାଏଲ ମୂଲ୍ୟ ୨୦୨୩ ସୁଦ୍ଧା ପ୍ରାୟ ୬ ପାଉଣ୍ଡ ଥିଲା । [୧୦]

    1. 1 2 3 4 "Thiopental". Drugs.com. Archived from the original on 10 September 2023. Retrieved 12 September 2023.
    2. 1 2 3 4 5 "Thiopental sodium". BNF. Archived from the original on 13 September 2023. Retrieved 12 September 2023.
    3. 1 2 3 Seth (2009). Textbook Of Pharmacology. Elsevier India. p. SA111-PA14. ISBN 9788131211588. Archived from the original on 13 September 2023. Retrieved 12 September 2023.
    4. 1 2 3 Kost, Michael (2004). Moderate Sedation/Analgesia: Core Competencies for Practice. Elsevier Health Sciences. p. 114. ISBN 9780721603247. Archived from the original on 2023-09-13. Retrieved 2023-09-12.
    5. ↑ Russo H, Brès J, Duboin MP, Roquefeuil B (1995). "Pharmacokinetics of thiopental after single and multiple intravenous doses in critical care patients". European Journal of Clinical Pharmacology. 49 (1–2): 127–37. doi:10.1007/BF00192371. PMID 8751034. S2CID 24285007.
    6. ↑ Morgan DJ, Blackman GL, Paull JD, Wolf LJ (June 1981). "Pharmacokinetics and plasma binding of thiopental. II: Studies at cesarean section". Anesthesiology. 54 (6): 474–80. doi:10.1097/00000542-198106000-00006. PMID 7235275.
    7. ↑ Ravina, Enrique (2011). The Evolution of Drug Discovery: From Traditional Medicines to Modern Drugs. John Wiley & Sons. p. 35. ISBN 9783527326693. Archived from the original on 13 September 2023. Retrieved 12 September 2023.
    8. ↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
    9. ↑ Mason, Keira (2021). Pediatric Sedation Outside of the Operating Room: A Multispecialty International Collaboration. Springer Nature. ISBN 9783030584061. Archived from the original on 13 September 2023. Retrieved 12 September 2023.
    10. ↑ "Thiopental sodium Medicinal forms". BNF. Archived from the original on 13 September 2023. Retrieved 12 September 2023.