Jump to content

ସେଭୋଫ୍ଲୁରାନ

ଉଇକିପିଡ଼ିଆ‌ରୁ
ସେଭୋଫ୍ଲୁରାନ
Clinical data
Trade namesSojourn, Ultane, Sevorane, others
AHFS/Drugs.comConsumer Drug Information
Pregnancy
category
    Routes of
    administration
    Inhaled
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • EU: Rx-only
    Pharmacokinetic data
    MetabolismLiver by CYP2E1
    MetabolitesHexafluoroisopropanol
    Elimination half-life15–23 hours
    ExcretionKidney
    Identifiers
    • 1,1,1,3,3,3-Hexafluoro-2-(fluoromethoxy)propane
    ECHA InfoCard100.171.146 Edit this at Wikidata
    Chemical and physical data
    FormulaC4H3F7O
    Molar mass୨୦୦.୦୬ g·mol−1
    3D model (JSmol)
    Boiling point58.5 °C (137.3 °F)
    • FC(F)(F)C(OCF)C(F)(F)F
    • InChI=1S/C4H3F7O/c5-1-12-2(3(6,7)8)4(9,10)11/h2H,1H2 checkY
    • Key:DFEYYRMXOJXZRJ-UHFFFAOYSA-N checkY
      (verify)

    ସେଭୋଫ୍ଲୁରାନ, ବ୍ରାଣ୍ଡ ନାମରେ ବିକ୍ରୟ ନାମ ସେଭୋରେନ, ହେଉଛି ଆଘ୍ରାଣକାରୀ ନିଶ୍ଚେତକ ଯାହା ଜେନେରାଲ ନିଶ୍ଚେତକ ଦେବା ଆରମ୍ଭରେ ଏବଂ ତାହାର ପରିଚାଳନା ପାଇଁ ବ୍ୟବହୃତ ହୁଏ ।[] ଏହାର ପ୍ରଭାବର ଆରମ୍ଭ ଶୀଘ୍ର ହୁଏ ଏବଂ ଦ୍ରୁତ ପୁନରୁଦ୍ଧାର ମଧ ହୁଏ ।[] ନିଶ୍ଚେତକ ଆରମ୍ଭ କରିବା ପାଇଁ ପ୍ରୋପୋଫଲ୍ ବଦଳରେ ଏହାକୁ ବ୍ୟବହାର କରାଯାଇପାରେ ।[]

    ଏହାର ସୁରକ୍ଷା ଭଲ ଅଟେ ।[] ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ବାନ୍ତି, ଲାଳ ବୃଦ୍ଧି, ଏବଂ କ୍ୟୁଟି ବିସ୍ତାର ହୋଇପାରେ ।[] ଏହା ଫୁସଫୁସକୁ ଉତ୍ତେଜିତ କରେ ନାହିଁ ତେଣୁ ପ୍ରତିକ୍ରିୟାଶୀଳ ବାୟୁପଥ ରୋଗରେ ନିରାପଦରେ ବ୍ୟବହାର କରାଯାଇପାରେ ।[] [] ଯକୃତ ସମସ୍ୟା ଭଳି ବିରଳ ଘଟଣା କ୍ୱଚିତ ଘଟିଛି ।[] ମାଲିଗନାଣ୍ଟ ହାଇପରଥର୍ମିଆ ବିପଦ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[] ସ୍ତନ୍ୟପାନ କରାଇବା ସମୟରେ ଏହା ନିରାପଦରେ ବ୍ୟବହୃତ ହୋଇପାରେ ।[]

    ସେଭୋଫ୍ଲୁରାନ ପ୍ରଥମେ ଷାଠିଏ ଦଶକରେ ରସ ଟେରେଲଙ୍କଦ୍ୱାରା ନିର୍ମିତ ହୋଇଥିଲା ଏବଂ ୧୯୯୦ ମସିହାରୁ ଜାପାନରେ ବ୍ୟବହାର ହେଉଛି ।[] ୧୯୯୫ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଛି ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ୨୦୦୫ ମସିହା ସୁଦ୍ଧା ଏହା ଆମେରିକାର ଆଇସୋଫ୍ଲୁରାନ କିମ୍ବା ଡେସଫ୍ଲୁରାନ ଅପେକ୍ଷା ମହଙ୍ଗା ଥିଲା ।[] ଯୁକ୍ତରାଜ୍ୟରେ ୨୦୨୩ ସୁଦ୍ଧା ଏକ ୨୫୦ ମିଲି ପାତ୍ରର ମୂଲ୍ୟ ୧୨୩ ପାଉଣ୍ଡ ଥିଲା ।[]

    1. 1 2 3 4 5 "Sevoflurane". LiverTox. 1 January 2018. Archived from the original on 3 December 2022. Retrieved 12 September 2023. {{cite web}}: Check date values in: |date= (help)
    2. 1 2 3 4 Sakai EM, Connolly LA, Klauck JA (December 2005). "Inhalation anesthesiology and volatile liquid anesthetics: focus on isoflurane, desflurane, and sevoflurane". Pharmacotherapy. 25 (12): 1773–1788. doi:10.1592/phco.2005.25.12.1773. PMID 16305297.
    3. 1 2 "Sevoflurane". BNF. Archived from the original on 13 September 2023. Retrieved 12 September 2023.
    4. "Drugs and Lactation Database (LactMed®) [Internet]". 16 November 2020. PMID 30000564. Archived from the original on 12 August 2022. Retrieved 12 September 2023. {{cite journal}}: Cite journal requires |journal= (help)
    5. Eger, Edmond (2013). The Wondrous Story of Anesthesia. Springer Science & Business Media. p. 133. ISBN 9781461484417. Archived from the original on 13 September 2023. Retrieved 12 September 2023.
    6. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
    7. "Sevoflurane Medicinal forms". BNF. Archived from the original on 13 September 2023. Retrieved 12 September 2023.