ସୁସ୍ମିତା ଦେବ
ସୁସ୍ମିତା ଦେବ | |
---|---|
ସାଂସଦ, ରାଜ୍ୟସଭା | |
Assumed office ୪ ଅକ୍ଟୋବର ୨୦୨୧ | |
ପୂର୍ବ ଅଧିକାରୀ | ମାନସ ଭୂୟାଁ |
ନିର୍ବାଚନ ମଣ୍ଡଳୀ | ପଶ୍ଚିମବଙ୍ଗ |
ସଂସଦର ସଦସ୍ୟ, ଲୋକ ସଭା | |
କାର୍ଯ୍ୟକାଳ ୧୬ ମଇ ୨୦୧୪ – ୨୩ ମଇ ୨୦୧୯ | |
ପୂର୍ବ ଅଧିକାରୀ | କବିନ୍ଦ୍ର ପୁରକାୟାସ୍ଥ |
ପର ଅଧିକାରୀ | ରାଜଦୀପ ରୟେ |
ନିର୍ବାଚନ ମଣ୍ଡଳୀ | ସିଲଚର, ଆସାମ |
ଆସାମ ବିଧାନ ସଭାର ସଦସ୍ୟ | |
କାର୍ଯ୍ୟକାଳ ମଇ ୨୦୧୧ – ୧୬ ମଇ ୨୦୧୪ | |
ପୂର୍ବ ଅଧିକାରୀ | ଭିତିକା ଦେବ |
ପର ଅଧିକାରୀ | ଦିଲୀପ କୁମାର ପୌଲ |
ନିର୍ବାଚନ ମଣ୍ଡଳୀ | ସିଲଚର |
ଅଲ ଇଣ୍ଡିଆ ମହିଲା କଂଗ୍ରେସର ସଭାପତି | |
କାର୍ଯ୍ୟକାଳ ୯ ସେପ୍ଟେମ୍ବର ୨୦୧୭ – ୧୬ ଅଗଷ୍ଟ ୨୦୨୧[୧] | |
ପୂର୍ବ ଅଧିକାରୀ | ଶୋଭା ଓଝା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସିଲଚର, ଆସାମ, ଭାରତ | ୨୫ ସେପ୍ଟେମ୍ବର ୧୯୭୨
ରାଜନୀତିକ ଦଳ | ଅଲ ଇଣ୍ଡିଆ ତ୍ରିନାମଲ କଂଗ୍ରେସ (since 2021)[୨] |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ (2021 ପର୍ଯ୍ୟନ୍ତ) |
ବୋଉ | ବିଥିକା ଦେବ |
ବାପା | ସନ୍ତୋଷ ମୋହନ ଦେବ |
ଘର | ସିଲଚର |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ବିଏ, LLB) କିଙ୍ଗ କଲେଜ, ଲଣ୍ଡନ (ଏଲ.ଏଲ.ଏମ) |
ବୃତ୍ତି | ରାଜନୀତିଜ୍ଞ |
ସୁସ୍ମିତା ଦେବ (ଜନ୍ମ: ୨୫ ସେପ୍ଟେମ୍ବର ୧୯୭୨) ଜଣେ ଭାରତୀୟ ରାଜନେତା ତଥା ପଶ୍ଚିମବଙ୍ଗର ରାଜ୍ୟସଭାର ସଦସ୍ୟ ଏବଂ ସେ ସର୍ବଭାରତୀୟ ତୃଣମୂଳ କଂଗ୍ରେସର ସଦସ୍ୟ ଅଟନ୍ତି । ଏହାପୂର୍ବରୁ ସେ ୨୦୧୪ ମସିହାରେ ହେବାକୁ ଥିବା ଭାରତୀୟ ସାଧାରଣ ନିର୍ବାଚନରେ ଆସାମର ସିଲଚରରୁ ଭାରତ ସଂସଦର ନିମ୍ନ ଗୃହର ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ 【ଅଲ ଇଣ୍ଡିଆ ମହିଳା କଂଗ୍ରେସ】ର ପୂର୍ବତନ ସଭାପତି ଅଟନ୍ତି । ସେ ୨୦୧୯ ଲୋକ ସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଜଦୀପ ରୟେଙ୍କୁ ଅଧିକ ଭୋଟରେ ହରାଇଥିଲେ । ପରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେବା ସହ ୨୦୨୧ ମସିହାରେ ସର୍ବଭାରତୀୟ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ।[୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୁସ୍ମିତା ଭାରତୀୟ ଜାତୀୟ କଂଗ୍ରେସର ଅନୁଭବୀ ବ୍ୟକ୍ତି ସନ୍ତୋଶ ମୋହନ ଦେବ ଏବଂ ଆସାମ ବିଧାନ ସଭା ସିଲଚରର ବିଧାୟକ ବିଥିକା ଦେବଙ୍କ ଝିଅ ଅଟନ୍ତି । ତାଙ୍କ ପିତା ସଂସଦର ସଦସ୍ୟ ତଥା ଭାରତର କ୍ୟାବିନେଟ ମନ୍ତ୍ରୀ ଥିଲେ ।[୫]
ସେ ମିରାଣ୍ଡା ହାଉସ, ବାର-ଆଟ-ଲରୁ ବି.ଏ (ଅନର୍ସ), ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ LLB (କର୍ପୋରେଟ୍ ଏବଂ ବାଣିଜ୍ୟିକ ଆଇନ)ର ଡିଗ୍ରୀ ହାସଲ କରିଥିଲେ । ସେ 【ଇନ୍ସ ଅଫ କୋର୍ଟ ସ୍କୁଲ ଅଫ ଲ】, ଲଣ୍ଡନ ଏବଂ ବ୍ରିଟେନର 【କିଙ୍ଗ କଲେଜ ଲଣ୍ଡନ】ରେ ପଢିଥିଲେ ।[୬]
ଆଧାର
[ସମ୍ପାଦନା]- ↑ "Sushmita Dev, Who Backed CAA, Quits Cong; Kapil Sibal Says 'Party Moves on with Eyes Wide Open'". News18. 16 August 2021. Retrieved 13 May 2022.
- ↑ "Sushmita Dev joins Trinamool Congress, day after leaving Congress". The Economic Times. 16 August 2021. Retrieved 17 August 2021.
- ↑ "Constituencywise-All Candidates". Election Commission of India. Archived from the original on 17 May 2014. Retrieved 17 May 2014.
- ↑ "Team Rahul loses another: Assam face Sushmita Dev goes to TMC". The Indian Express. 17 August 2021. Retrieved 17 August 2021.
- ↑ Kangkan Kalita (16 August 2021). "Sushmita Dev may play key role for Trinamool in Northeast". The Times of India. Retrieved 17 August 2021.
- ↑ "Sushmita Dev Lok Sabha Profile". Lok Sabha. Retrieved 17 August 2021.