ସୁରାନ୍ଦାଇ

ଉଇକିପିଡ଼ିଆ ରୁ
Jump to navigation Jump to search
Surandai
city
Surandai is located in Tamil Nadu
Surandai
Surandai
Location in Tamil Nadu, India
ଅବସ୍ଥିତି: 8°58′N 77°24′E / 8.97°N 77.4°E / 8.97; 77.4Coordinates: 8°58′N 77°24′E / 8.97°N 77.4°E / 8.97; 77.4
Country India
StateTamil Nadu
DistrictTirunelveli
ଉଚ୍ଚତା132 m (433 ft)
ଜନସଂଖ୍ୟା (2001)
 • ମୋଟ୨୮,୧୩୫
Languages
 • OfficialTamil
IST (UTC+5:30)
ପିନ କୋଡ଼627859
Telephone code04633
ଗାଡ଼ି ପଞ୍ଜିକରଣTN76
ୱେବସାଇଟwww.surandai.com,http://www.kgacsurandai.com/gallery.php


ସୁରାନ୍ଦାଇ ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା ତାମିଲନାଡୁର ତିରୁନେଲ୍ୱେଲି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସୁରାନ୍ଦାଇ ୮.୯୭୫୭ ଉତ୍ତର ଅକ୍ଷାଂଶ ଓ ୭୭.୪୧୯୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁରାନ୍ଦାଇ ସହରର ମୋଟ ଜନସଂଖ୍ୟା ୨୮୧୩୫ ଅଟେ ।[୨] ସେଥି ମଧ୍ୟରୁ ୫୦.୦୨% ଜଣ ପରୁଷ ହୋଇଥିବା ବେଳେ ୪୯.୯୮% ଜଣ ନାରୀ ଅଟନ୍ତି । ସୁରାନ୍ଦାଇର ସାକ୍ଷରତା ହାର ୬୫.୩୨% ଅଟେ । ଏହା ଜାତୀୟ ହାର ଠାରୁ -୦.୪୮% ପ୍ରତିଶତ କମ ଅଟେ । ସେଥିରୁ ୩୬.୭୦% ପ୍ରତିଶତ ପୁରୁଷ ଓ ୨୮.୬୩% ନାରୀ ଅଟନ୍ତି । ୧୨.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ତାମିଲ ସୁରାନ୍ଦାଇର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]