ସୁରାଟଗଡ଼
ଦେଖଣା
Suratgarh
सूरतगढ़ | |
---|---|
City | |
Country | India |
State | Rajasthan |
District | Sriganganagar |
Founded by | Maharaja Surat Singh (Ruler of Bikaner) |
Elevation | 168 m (551 ft) |
Population (2011) | |
• Total | ୬୧,୬୩୯ |
Languages | |
Time zone | UTC+5:30 (IST) |
PIN | 335804 |
Telephone code | 01509 |
ଯାନବାହାନ ପଞ୍ଚୀକରଣ | RJ 13 |
ସୁରାଟଗଡ଼ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ଗଙ୍ଗନଗର ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସୁରାଟଗଡ଼ ୨୯.୩୨୨୭ ଉତ୍ତର ଅକ୍ଷାଂଶ ଓ ୭୩.୯୦୧୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁରାଟଗଡ଼ ସହରର ମୋଟ ଜନସଂଖ୍ୟା ୫୮୦୭୬ ଅଟେ ।[୨] ସେଥି ମଧ୍ୟରୁ ୫୩.୪୯% ଜଣ ପରୁଷ ହୋଇଥିବା ବେଳେ ୪୬.୫୧% ଜଣ ନାରୀ ଅଟନ୍ତି । ସୁରାଟଗଡ଼ର ସାକ୍ଷରତା ହାର ୬୨.୮୫% ଅଟେ । ଏହା ଜାତୀୟ ହାରଠାରୁ ୧.୯୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୬୧% ପ୍ରତିଶତ ପୁରୁଷ ଓ ୨୫.୨୩% ନାରୀ ଅଟନ୍ତି । ୧୫.୦୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ସୁରାଟଗଡ଼ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.