ସୁମିତ ସାମୋସ
ଦେଖଣା
ସୁମିତ ସାମୋସ | |
|---|---|
| Also known as | ତୁରୁକ (Turuk), ଦ-ଲିତ ବୟ (Da-Lit boy)[୧] |
| ଜନ୍ମ | ୧୯ ଅକ୍ଟୋବର ୧୯୯୩ ତେନ୍ତୁଳିପଦର, କୋରାପୁଟ ଜିଲ୍ଲା, ଓଡ଼ିଶା |
| ଶୈଳୀ | ହିପ ହପ ସଙ୍ଗୀତ |
| ପେଷା | ର୍ୟାପର, ଛାତ୍ରକର୍ମୀ, ସ୍ତମ୍ଭକାର, ଫଟୋଗ୍ରାଫର[୨] |
| କାର୍ଯ୍ୟକାଳ | ୨୦୧୬–ବର୍ତ୍ତମାନ |
| ଲେବଲ | କୁଇଡ଼ ମିଡ଼ିଆ (Qweed Media) |
| ୱେବସାଇଟ | www |
ସୁମିତ ସାମୋସ ଜଣେ ଭାରତୀୟ ଓଡ଼ିଶାର ଦଳିତ ସଂଗୀତ କଳାକାର ଏବଂ ର୍ୟାପର ।[୩] ସେ ଇଂରାଜୀ, ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ସଙ୍ଗୀତ ରଚନା କରନ୍ତି ଏବଂ ଗାଆନ୍ତି । ତାଙ୍କର ପ୍ରଥମ ହିପ-ହପ ଏକକ "ଲଡାଇ ସିଖ ଲେ" (ଲର୍ଣ୍ଣ ଟୁ ରେଜିଷ୍ଟ) ୨୦୧୮ ମସିହାରେ ମୁକ୍ତିଲାଭ କରିଥିଲା ।
ଆଧାର
[ସମ୍ପାଦନା]- ↑ "They Called Him A 'Dalit Rapper', Now He Is Owning The Tag". www.inuth.com. Archived from the original on 2018-12-17. Retrieved 2018-12-16.
- ↑ "A space where there was none: Delhi Bahujan collective hosts art festival". CatchNews.com (in ଇଂରାଜୀ). Retrieved 2018-12-16.
- ↑ "'A world without sorrow': Dalit musicians in India fight bias". South China Morning Post (in ଇଂରାଜୀ). 2019-08-05. Retrieved 2019-08-08.