ସୁଭୋରେକ୍ସାଣ୍ଟ
Clinical data | |
---|---|
Trade names | Belsomra |
Synonyms | MK-4305 |
AHFS/Drugs.com | monograph |
MedlinePlus | a614046 |
data |
|
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 82% (at 10 mg) |
Protein binding | >99% |
Metabolism | hepatic, CYP3A, CYP2C19 |
Elimination half-life | ~12 hours |
Excretion | Feces (66%), urine (23%) |
Identifiers | |
| |
ECHA InfoCard | 100.210.546 |
Chemical and physical data | |
Formula | C23H23ClN6O2 |
Molar mass | ୪୫୦.୯୩ g·mol−1 |
3D model (JSmol) | |
| |
| |
(verify) |
ସୁଭୋରେକ୍ସାଣ୍ଟ, ଏକ ବେପାର ନାମ ବେଲଭୋମ୍ରା, ହେଉଛି ଏକ ଔଷଧ ଯାହା ନିଦ୍ରାହୀନତା, ଶୟନ କରିବାକୁ ସମସ୍ୟା ଓ ଶୋଇରହିବା ଅସୁବିଧା ନିମନ୍ତେ ଚିକିତ୍ସା କରିବାରେ ବ୍ୟବହୃତ ହୁଏ ।[୨] ଏହା ଅତି କମରେ ଏକ ବର୍ଷ ପାଇଁ ପ୍ରଭାବଶାଳୀ ହୋଇପାରେ ।[୨] ଶୋଇବାର ଅଧ ଘଣ୍ଟା ପୂର୍ବରୁ ଏହାକୁ ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡବିନ୍ଧା, ଅସାଧାରଣ ସ୍ୱପ୍ନ, କାଶ ଏବଂ ଶୁଖିଲା ପାଟି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, ନିଦ୍ରା ପକ୍ଷାଘାତ, ଆତ୍ମହତ୍ୟା, ଚିନ୍ତା ଏବଂ କମ୍ ଗାଡି ଚଳାଇବା କ୍ଷମତା ହୋଇପାରେ।[୨] ଗର୍ଭଧାରଣ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ଡୁଆଲ୍ ଓରେକ୍ସିନ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ (DORA) ଔଷଧ ।[୨]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ର,[୨] ଏବଂ ୨୦୧୮ ମସିହାରେ କାନାଡାରେ ଚିକିତ୍ସା ବ୍ୟବହାର ପାଇଁ ସୁଭୋରେକ୍ସାଣ୍ଟ ଅନୁମୋଦିତ ହୋଇଥିଲା । [୪] ଯୁକ୍ତରାଷ୍ଟ୍ରରେ ଏହି ଔଷଧ ପିଛା ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୩୮୦ ଡଲାର ଖର୍ଚ୍ଚ ହୁଏ ।[୫] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ ଚତୁର୍ଥ ନିୟନ୍ତ୍ରିତ ପଦାର୍ଥ ।[୬]
ଆଧାର
[ସମ୍ପାଦନା]- ↑ "Suvorexant (Belsomra) Use During Pregnancy". Drugs.com. 9 September 2019. Archived from the original on 24 January 2021. Retrieved 30 January 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Suvorexant Monograph for Professionals". Drugs.com (in ଇଂରାଜୀ). Archived from the original on 7 March 2016. Retrieved 15 October 2021.
- ↑ "Suvorexant (Belsomra) Use During Pregnancy". Drugs.com (in ଇଂରାଜୀ). Archived from the original on 24 January 2021. Retrieved 15 October 2021.
- ↑ "Regulatory Decision Summary - Belsomra - Health Canada". hpr-rps.hres.ca. Government of Canada. Archived from the original on 6 July 2020. Retrieved 6 February 2020.
- ↑ "Suvorexant Prices, Coupons & Savings Tips - GoodRx". GoodRx. Retrieved 15 October 2021.
- ↑ "Rules - 2014 - Final Rule: Placement of Suvorexant into Schedule IV". www.deadiversion.usdoj.gov. Archived from the original on 2016-04-17. Retrieved 2016-04-03.