ସୁନାମ
Appearance
Sunam
Sunam Udham Singh Wala | |
---|---|
city | |
ଦେଶ | India |
ରାଜ୍ୟ | Punjab |
ଜିଲ୍ଲା | Sangrur |
Elevation | 231 m (758 ft) |
Population (2001) | |
• Total | ୫୧,୦୨୪ |
ଭାଷା | |
• ସରକାରୀ | Punjabi |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | PB 44 |
Website | www.sunamhelpline.com |
ସୁନାମ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ସଙ୍ଗ୍ରୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସୁନାମ ୩୦.୧୨୯୭ ଉତ୍ତର ଅକ୍ଷାଂଶ ଓ ୭୫.୮୦୭୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁନାମ ସହରର ମୋଟ ଜନସଂଖ୍ୟା ୫୧୦୨୪ ଅଟେ ।[୨] ସେଥି ମଧ୍ୟରୁ ୫୩.୩୦% ଜଣ ପରୁଷ ହୋଇଥିବା ବେଳେ ୪୬.୭୦% ଜଣ ନାରୀ ଅଟନ୍ତି । ସୁନାମର ସାକ୍ଷରତା ହାର ୬୧.୭୫% ଅଟେ । ଏହା ଜାତୀୟ ହାରଠାରୁ ୩.୦୯% ପ୍ରତିଶତ କମ ଅଟେ । ସେଥିରୁ ୩୫.୨୩% ପ୍ରତିଶତ ପୁରୁଷ ଓ ୨୬.୫୨% ନାରୀ ଅଟନ୍ତି । ୧୨.୬୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ପଞ୍ଜାବୀ ସୁନାମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.