ସୁନାଗୋସ୍ୱାମୀ ମଠ
ଦେଖଣା
(ସୁନାଗୋସ୍ଵାମୀ ମଠରୁ ଲେଉଟି ଆସିଛି)
ସୁନାଗୋସ୍ୱାମୀ ମଠ ଓଡ଼ିଶାର ପୁରୀରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ । ଏହି ମଠର ମହନ୍ତ ମଧ୍ୟ ଦର୍ପନାରାୟଣ ମଠର ମହନ୍ତ ଅଟନ୍ତି । [୧]
ଜଗନ୍ନାଥଙ୍କ ସେବାରେ ଯୋଗଦାନ
[ସମ୍ପାଦନା]ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ସମୟରେ ଗହଣା ଯଥା ଅଳକା ଏବଂ ଚଉସରା ଯୋଗାଇଥାଏ । ବନକଲାଗି ସମୟରେ ରତ୍ନବେଦୀ ମଜଣା ଏବଂ ସ୍ନାନ ପୁର୍ଣ୍ଣିମା ରୀତି ସମୟରେ ଶୀତଳା କୂପରୁ ଅଧିବାସ ଜଳ ଯୋଗାଇଥାଏ ଏବଂ ଅଗ୍ନିଉତ୍ସବରେ ଦୋଳ ଗୋବିନ୍ଦଙ୍କ ପାଖରେ ପଙ୍କ୍ତି ଭୋଗ ଲାଗି କରିଥାନ୍ତି । [୨]
ଆଧାର
[ସମ୍ପାଦନା]- ↑ "Math & Ashram". ଜଗନ୍ନାଥ ଏନଆଇସି ଡଟ ଇନ. Retrieved 12 October 2015.
- ↑ "Math & Ashram". ଜଗନ୍ନାଥ ଏନଆଇସି ଡଟ ଇନ. Retrieved 12 October 2015.
ଅଧିକ ପଠନ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |