ସୁଦୀପ୍ତା ଚକ୍ରବର୍ତ୍ତୀ
ଦେଖଣା
ସୁଦୀପ୍ତା ଚକ୍ରବର୍ତ୍ତୀ | |
---|---|
ଜନ୍ମ | ହାଓଡ଼ା, ପଶ୍ଚିମ ବଙ୍ଗ, ଭାରତ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ତୁମ୍ପା |
ବୃତ୍ତି | ଅଭିନେତ୍ରୀ |
ପ୍ରସିଦ୍ଧି | ବରିୱଲି |
ବୈବାହିକ-ସାଥୀ(s) | ରାଜେଶ ଶର୍ମା (୨୦୦୫–୨୦୦୯) ଅଭିଶେକ ଶାହା (୨୦୧୪–ଏବେଯାଏଁ) |
ସନ୍ତାନ | ୧ |
ପିତାମାତା | ବିପ୍ଳବ କେତନ ଚକ୍ରବର୍ତ୍ତୀ (ବାପା) |
ସମ୍ପର୍କୀୟ | ବିଦୀପ୍ତା ଚକ୍ରବର୍ତ୍ତୀ (ଭଉଣୀ) |
ସୁଦୀପ୍ତା ଚକ୍ରବର୍ତ୍ତୀ ବଙ୍ଗଳା କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ସକ୍ରିୟ ଥିବା ଜଣେ ବଙ୍ଗଳା-ଭାଷୀ ଭାରତୀୟ ଅଭିନେତ୍ରୀ । ସେ ବରିୱଲି କଥାଚିତ୍ର ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ବଙ୍ଗଳା ଧାରାବାହିକ ଖେଲାରେ ତାଙ୍କ ଅଭିନୀତ ତିସ୍ତା ଭୂମିକା ପାଇଁ ସେ ଅନେକ ଲୋକପ୍ରିୟତା ପାଇଥିଲେ । ୨୦୧୩ ମସିହାରେ, ସେ ବିଗ୍ ବସ୍ ବାଂଲାର ପ୍ରଥମ ସଂସ୍କରଣରେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ସେ ଜଣେ ଦୂରଦର୍ଶନ ଉପସ୍ଥାପିକା, କଥାବାର୍ତ୍ତା କାର୍ଯ୍ୟକ୍ରମର ଉପସ୍ଥାପିକା, କାଷ୍ଟିଂ ନିର୍ଦ୍ଦେଶକ ଓ ଅଭିନୟ ପ୍ରଶିକ୍ଷକ ଭାବରେ କାମ କରିଛନ୍ତି ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ତାଙ୍କ ବଡ଼ ଭଉଣୀ ବିଦିପ୍ତା ଚକ୍ରବର୍ତ୍ତୀ ଓ ବିଦିଶା ଚକ୍ରବର୍ତ୍ତୀ ଜଣେ ଜଣାଶୁଣା ଅଭିନେତ୍ରୀ ।[୨] ସେ ସଙ୍ଗାତ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ସଙ୍ଗାତ (ପ୍ରଥମ କଥାଚିତ୍ର) (୧୯୯୭)
- ବରିୱଲି (୨୦୦୦)
- ମୋଣ୍ଡୋ ମେୟେର ଉପାଖ୍ୟାନ (୨୦୦୨)
- ରବିବାର ବିକେଲବେଲା (୨୦୦୪)
- କାଳପୁରୁଷ (୨୦୦୫)
- ସଙ୍ଗଶୋୟ (୨୦୦୬)
- ହିଟ୍ଲିଷ୍ଟ (୨୦୦୯)
- ଉରୋଚିଠି (୨୦୧୧)
- ନୋବେଲ ଚୋର (୨୦୧୨)
- ଅବୋଶେଷେ (୨୦୧୨)
- ହାଫ୍ ସିରିଅସ୍ (୨୦୧୩)
- ସି/ଓ ସାର୍ (୨୦୧୩)
- ଗୋୟନାର ବକ୍ଷ (୨୦୧୩)
- ମୟୂରାକ୍ଷୀ (୨୦୧୭)
- ଉରୋନଚଣ୍ଡି (୨୦୧୮)
- ପୁପା (୨୦୧୮)
- ସମସାରା (୨୦୧୯)
- ଜ୍ୟେଷ୍ଠପୁତ୍ର (୨୦୧୯)
- ବସୁ ପରିବାର (୨୦୧୯)
- ପରିଚୟ
- ସତ୍ୟମେବ ଜୟତେ (ହିନ୍ଦୀ) (୨୦୧୯)
- ଚେଜ୍ (୨୦୨୨)
- ବାଘା ଜତିନ (୨୦୨୩)
- ଭୂତପରି (୨୦୨୪)
- ଅଭିନୀତ ନାଟକ
- ବାଘୁ ମନ୍ନା
- ବିକେଲେ ଭୋରେର ଶୋର୍ଷେ ଫୁଲ୍[୩]
- କାଚେର ଦେୱାଲ
- ଶ୍ରୁତି ଆଲେଖ୍ୟ
- ସି ୟୁ
ଅଭିନୀତ ଧରାବାହିକ/କାର୍ଯ୍ୟକ୍ରମ
[ସମ୍ପାଦନା]- ବିଗ୍ ବସ୍ ବାଂଲା (ଇଟିଭି ବାଂଲା) (୨୦୧୩)
- ଖେଲା (ଜୀ ବାଂଲା)
- ବିନ୍ନି ଧନେର ଖୋଇ
- ନାନା ରୋଞ୍ଜେର ଦିଙ୍ଗୁଲି
- ବୋଉ କଥା କୋଉ
- କୋନ୍ୟେ ତୁଇ ମେଗାଷ୍ଟାର୍ (ଷ୍ଟାର୍ ଜଲ୍ସା)
- ରନ୍ନା ଘୋରେର ଗୋପ୍ପୋ (କଲର୍ସ ବାଂଲା)
- କୋନ କାନୋନ ଏର୍ ଫୁଲ୍
- ନାନା ରଙ୍ଗ ଏର୍ ଦିଙ୍ଗୁଲି (ଇଟିଭି ବାଂଲା)
- ଗୋଳ୍ପେର ନାୟିକା (ଟେଲିଫିଲ୍ମ)
- ଇଷ୍ଟି କୁଟୁମ (ଷ୍ଟାର୍ ଜଲ୍ସା)
ୱେବ୍ ସିରିଜ୍
[ସମ୍ପାଦନା]- ଅମ୍ରା ୨ଗେଥେର୍ (୨୦୨୧)
ପୁରସ୍କାର
[ସମ୍ପାଦନା]- ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୨୦୦୦) - ଶ୍ରେଷ୍ଠ ସହ ଅଭିନେତ୍ରୀ (ବରିୱଲି)
ଆଧାର
[ସମ୍ପାଦନା]- ↑ "Sudipta Chakraborty Awards: List of awards and nominations received by Sudipta Chakraborty | Times of India Entertainment". timesofindia.indiatimes.com (in ଇଂରାଜୀ). Retrieved 2022-10-26.
- ↑ "Bidipta's not embarrassed to act out intimate scenes". The Times of India. Archived from the original on 3 January 2013. Retrieved 25 October 2012.
- ↑ "It's a six-year itch: Sudipta Chakraborty". The Times of India. Archived from the original on 3 January 2013. Retrieved 24 September 2012.
ବାହାର ଲିଙ୍କ୍
[ସମ୍ପାଦନା]- ଟୁଇଟରରେ ସୁଦୀପ୍ତା ଚକ୍ରବର୍ତ୍ତୀ
- ଇଣ୍ଟରନେଟ ମୁଭି ଡାଟାବେସରେ ସୁଦୀପ୍ତା ଚକ୍ରବର୍ତ୍ତୀ