Jump to content

ସୁଆର

ଉଇକିପିଡ଼ିଆ‌ରୁ
Suar
ଦେଶ India
ରାଜ୍ୟଉତ୍ତର ପ୍ରଦେଶ
ଜିଲ୍ଲାରମ୍ପୁର୍
Elevation
830[] m (Bad rounding hereFormatting error: invalid input when rounding ft)
Population
 (2001)[]
 • Total୨୬,୧୪୨
ଭାଷା
 • ସରକାରୀହିନ୍ଦୀ
Time zoneUTC+5:30 (IST)

ସୁଆର ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ରମ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ସୁଆର ୨୯.୦୨୬୭ ଉତ୍ତର ଅକ୍ଷାଂଶ ଓ ୭୯.୦୫୭୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁଆର ସହରର ମୋଟ ଜନସଂଖ୍ୟା ୨୬୧୪୨ ଅଟେ ।[] ସେଥି ମଧ୍ୟରୁ ୫୩.୧୦% ଜଣ ପରୁଷ ହୋଇଥିବା ବେଳେ ୪୬.୯୦% ଜଣ ନାରୀ ଅଟନ୍ତି । ସୁଆରର ସାକ୍ଷରତା ହାର ୨୭.୬୫% ଅଟେ । ଏହା ଜାତୀୟ ହାରଠାରୁ ୩୭.୧୯% ପ୍ରତିଶତ କମ ଅଟେ । ସେଥିରୁ ୧୮.୦୪% ପ୍ରତିଶତ ପୁରୁଷ ଓ ୯.୬୧% ନାରୀ ଅଟନ୍ତି । ୧୮.୬୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ସୁଆରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]