ସିସାଟ୍ରାକୁରିଅମ
Clinical data | |
---|---|
Trade names | Nimbex, others |
Synonyms | Cisatracurium besilate, cisatracurium besylate, 51W89 |
AHFS/Drugs.com | monograph |
data | |
Pregnancy category |
|
Routes of administration | Intravenous |
Legal status | |
Legal status |
|
Pharmacokinetic data | |
Bioavailability | 100% (IV) |
Metabolism | 80% Hofmann degradation / liver |
Elimination half-life | 20–29 minutes |
Excretion | 10-15% unchanged |
Identifiers | |
| |
Chemical and physical data | |
Formula | C65H82N2O18S2 |
Molar mass | ୧,୨୪୩.୪୯ g·mol−1 |
3D model (JSmol) | |
| |
| |
(verify) |
ସିସାଟ୍ରାକୁରିଅମ (ଇଂରାଜୀ ଭାଷାରେ Cisatracurium), ଅନ୍ୟମାନଙ୍କ ମଧ୍ୟରେ ନିମ୍ବକ୍ସ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଣ୍ଡୋଟ୍ରାକିଆଲ ଇଣ୍ଟ୍ୟୁବେସନ୍ ଏବଂ ଅସ୍ତ୍ରୋପଚାର କିମ୍ବା ଯାନ୍ତ୍ରିକ ଭେଣ୍ଟିଲେସନ୍ ସମୟରେ ସାହାଯ୍ୟ କରିଥାଏ ।[୧] [୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩] ଏହାର ଆରମ୍ଭରେ ମଧ୍ୟବର୍ତ୍ତୀ ପ୍ରଭାବ ଏବଂ କାର୍ଯ୍ୟର ଅବଧି ହୁଏ ।[୩] [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଧୀର ହୃଦ୍ଗତି ହାର ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଦୀର୍ଘସ୍ଥାୟୀ ମାଂସପେଶୀ ଦୁର୍ବଳତା ଏବଂ ବାତ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଯକୃତ କିମ୍ବା ବୃକ୍କ ସମସ୍ୟା ଥିଲେ ମଧ୍ୟ ଏହାର ମାତ୍ରା ସଜାଡିବା ଆବଶ୍ୟକ ନାହିଁ ।[୧] ଏହା ଅଣ-ଡିପୋଲାରାଇଜିଂ ପ୍ରକାରର ଏକ ନ୍ୟୁରୋମସ୍କୁଲାର ବ୍ଲକିଂ କାରକ ଅଟେ।[୧] ଏହା କଙ୍କାଳୀୟ ମାଂସପେଶୀକୁ ଆରାମ ଦେଇଥାଏ ।[୧]
୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସିସାଟ୍ରାକୁରିଅମ ଅନୁମୋଦିତ ହୋଇଥିଲା [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ୧୦୨୧ ମସିହାରେ ଏହାର ଏକ ୨୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୮ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୫ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Cisatracurium Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 5 January 2022.
- ↑ "DailyMed - CISATRACURIUM BESYLATE injection". dailymed.nlm.nih.gov. Archived from the original on 28 March 2021. Retrieved 5 January 2022.
- ↑ ୩.୦ ୩.୧ ୩.୨ ୩.୩ ୩.୪ BNF 81: March-September 2021. BMJ Group and the Pharmaceutical Press. 2021. p. 1390. ISBN 978-0857114105.
- ↑ "Cisatracurium Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 5 January 2022.