ସିଲ୍ଲୋଡ଼
ଦେଖଣା
Sillod | |
|---|---|
city | |
| ଦେଶ | |
| ରାଜ୍ୟ | Maharashtra |
| ଜିଲ୍ଲା | Aurangabad |
| Elevation | 612 m (2,008 ft) |
| Population (2011) | |
| • Total | ୫୮,୨୩୦ |
| ଭାଷା | |
| • ସରକାରୀ | Marathi |
| Time zone | UTC+5:30 (IST) |
| PIN | 431112 |
| ଯାନବାହାନ ପଞ୍ଚୀକରଣ | MH-20 |
| Sex ratio | 936♂/♀ |
| Website | www |
ସିଲ୍ଲୋଡ଼ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଆଉରଙ୍ଗବଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସିଲ୍ଲୋଡ଼ ୨୦.୩୦୩୦ ଉତ୍ତର ଅକ୍ଷାଂଶ ଓ ୭୫.୬୫୨୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୦୭ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିଲ୍ଲୋଡ଼ ସହରର ମୋଟ ଜନସଂଖ୍ୟା ୪୩୮୫୯ ଅଟେ ।[୨] ସେଥି ମଧ୍ୟରୁ ୫୨.୧୪% ଜଣ ପରୁଷ ହୋଇଥିବା ବେଳେ ୪୭.୮୬% ଜଣ ନାରୀ ଅଟନ୍ତି । ସିଲ୍ଲୋଡ଼ର ସାକ୍ଷରତା ହାର ୬୪.୭୯% ଅଟେ । ଏହା ଜାତୀୟ ହାରଠାରୁ ୦.୦୫% ପ୍ରତିଶତ କମ ଅଟେ । ସେଥିରୁ ୩୮.୦୭% ପ୍ରତିଶତ ପୁରୁଷ ଓ ୨୬.୭୨% ନାରୀ ଅଟନ୍ତି । ୧୬.୮୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ମରାଠୀ ସିଲ୍ଲୋଡ଼ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.