ସିକ୍ଲୋପିରୋକ୍ସ
Appearance
Clinical data | |
---|---|
Trade names | Loprox, Penlac, others |
AHFS/Drugs.com | monograph |
MedlinePlus | a604021 |
Pregnancy category |
|
Routes of administration | Topical (applied as a nail lacquer, skin cream or shampoo) |
Legal status | |
Legal status | |
Pharmacokinetic data | |
Bioavailability | <5% with prolonged use |
Protein binding | 94 to 97% |
Elimination half-life | 1.7 hours |
Identifiers | |
| |
ECHA InfoCard | 100.045.056 |
Chemical and physical data | |
Formula | C12H17NO2 |
Molar mass | 207.269 |
3D model (JSmol) | |
| |
| |
(verify) |
ସିକ୍ଲୋପିରୋକ୍ସ (ସିପିଏକ୍ସ) ହେଉଛି ଏକ କବକରୋଧୀ ଔଷଧ ଯାହା ଡର୍ମାଟୋଫାଇଟୋସିସ, ପିଟିରିଆସିସ ଭର୍ସିକୋଲର୍, ଚର୍ମ କାଣ୍ଡିଡିଆସିସ, ସେବୋରିକ ଡର୍ମାଟାଇଟିସ ଏବଂ ଓନିକୋମାଇକୋସିସ ସଂକ୍ରମଣରେ ବ୍ୟବହୃତ ହୁଏ ।[୧] ଏହା ଏକ ଜେଲ୍, କ୍ରିମ୍ କିମ୍ବା ନେଲପଲିସ୍ ଭାବରେ ପ୍ରୟୋଗ କରାଯାଏ ।[୨]
ଏହାକୁ ସାଧାରଣତଃ ଭଲ ଭାବରେ ସହ୍ୟ କରିହୁଏ ।[୨] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସାମାନ୍ୟ ଲାଲ ରଙ୍ଗ ଏବଂ ଜ୍ୱଳନ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ।[୨] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହାର କାର୍ଯ୍ୟବିଧି ଅନ୍ୟାନ୍ୟ କବକରୋଧୀଠାରୁ ଭିନ୍ନ ।[୨]
୧୯୮୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସିକ୍ଲୋପିରକ୍ସ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୬.୬ ମିଲି ନେଲପଲିସ ଥିବା ଏକ ବୋତଲର ମୂଲ୍ୟ ପ୍ରାୟ ୧୬ ଡଲାର ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Ciclopirox Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 4 January 2022.
- ↑ ୨.୦ ୨.୧ ୨.୨ ୨.୩ Gupta, Aditya K.; Mays, Rachel R.; Folley, Kelly A. (2019). "42. Topical antifungal agents". In Wolverton, Stephen E.; Wu, Jashin J. (eds.). Comprehensive Dermatologic Drug Therapy (in ଇଂରାଜୀ) (4th ed.). Elsevier. p. 487. ISBN 978-0-323-61211-1. Archived from the original on 2021-10-09. Retrieved 2021-10-07.
- ↑ "Ciclopirox topical Use During Pregnancy". Drugs.com (in ଇଂରାଜୀ). Archived from the original on 21 October 2020. Retrieved 4 January 2022.
- ↑ ୪.୦ ୪.୧ "Ciclopirox Prices and Ciclopirox Coupons - GoodRx". GoodRx. Archived from the original on 1 November 2016. Retrieved 4 January 2022.