ସିକ୍ଲୋପିରୋକ୍ସ

ଉଇକିପିଡ଼ିଆ‌ରୁ
ସିକ୍ଲୋପିରୋକ୍ସ
Clinical data
Trade namesLoprox, Penlac, others
AHFS/Drugs.commonograph
MedlinePlusa604021
Pregnancy
category
  • B
Routes of
administration
Topical (applied as a nail lacquer, skin cream or shampoo)
Legal status
Legal status
Pharmacokinetic data
Bioavailability<5% with prolonged use
Protein binding94 to 97%
Elimination half-life1.7 hours
Identifiers
  • 6-cyclohexyl-1-hydroxy-4-methylpyridin-2(1H)-one
ECHA InfoCard100.045.056 Edit this at Wikidata
Chemical and physical data
FormulaC12H17NO2
Molar mass207.269
3D model (JSmol)
  • O=C1/C=C(\C=C(/N1O)C2CCCCC2)C
  • InChI=1S/C12H17NO2/c1-9-7-11(13(15)12(14)8-9)10-5-3-2-4-6-10/h7-8,10,15H,2-6H2,1H3 checkY
  • Key:SCKYRAXSEDYPSA-UHFFFAOYSA-N checkY
  (verify)

ସିକ୍ଲୋପିରୋକ୍ସ (ସିପିଏକ୍ସ) ହେଉଛି ଏକ କବକରୋଧୀ ଔଷଧ ଯାହା ଡର୍ମାଟୋଫାଇଟୋସିସ, ପିଟିରିଆସିସ ଭର୍ସିକୋଲର୍, ଚର୍ମ କାଣ୍ଡିଡିଆସିସ, ସେବୋରିକ ଡର୍ମାଟାଇଟିସ ଏବଂ ଓନିକୋମାଇକୋସିସ ସଂକ୍ରମଣରେ ବ୍ୟବହୃତ ହୁଏ ।[୧] ଏହା ଏକ ଜେଲ୍, କ୍ରିମ୍ କିମ୍ବା ନେଲପଲିସ୍ ଭାବରେ ପ୍ରୟୋଗ କରାଯାଏ ।[୨]

ଏହାକୁ ସାଧାରଣତଃ ଭଲ ଭାବରେ ସହ୍ୟ କରିହୁଏ ।[୨] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସାମାନ୍ୟ ଲାଲ ରଙ୍ଗ ଏବଂ ଜ୍ୱଳନ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ।[୨] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହାର କାର୍ଯ୍ୟବିଧି ଅନ୍ୟାନ୍ୟ କବକରୋଧୀଠାରୁ ଭିନ୍ନ ।[୨]

୧୯୮୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସିକ୍ଲୋପିରକ୍ସ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୬.୬ ମିଲି ନେଲପଲିସ ଥିବା ଏକ ବୋତଲର ମୂଲ୍ୟ ପ୍ରାୟ ୧୬ ଡଲାର ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Ciclopirox Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 4 January 2022.
  2. ୨.୦ ୨.୧ ୨.୨ ୨.୩ Gupta, Aditya K.; Mays, Rachel R.; Folley, Kelly A. (2019). "42. Topical antifungal agents". In Wolverton, Stephen E.; Wu, Jashin J. (eds.). Comprehensive Dermatologic Drug Therapy (in ଇଂରାଜୀ) (4th ed.). Elsevier. p. 487. ISBN 978-0-323-61211-1. Archived from the original on 2021-10-09. Retrieved 2021-10-07.
  3. "Ciclopirox topical Use During Pregnancy". Drugs.com (in ଇଂରାଜୀ). Archived from the original on 21 October 2020. Retrieved 4 January 2022.
  4. ୪.୦ ୪.୧ "Ciclopirox Prices and Ciclopirox Coupons - GoodRx". GoodRx. Archived from the original on 1 November 2016. Retrieved 4 January 2022.