ସିକନ୍ଦରା
ଦେଖଣା
ସିକନ୍ଦରା
ସିକନ୍ଦରା | |
|---|---|
ସହର | |
| Country | |
| State | Uttar Pradesh |
| District | Kanpur Dehat |
| Town Area | 18/09/1997 |
| Government | |
| • Type | Local Govt. |
| • Body | Town Area |
| Elevation | 85 m (279 ft) |
| Population (2001) | |
| • Total | ୨,୪୫,୪୩୭[୧] |
| Languages | |
| • Official | Hindi |
| Time zone | UTC+5:30 (IST) |
| PIN | 209125 |
| ଯାନବାହାନ ପଞ୍ଚୀକରଣ | UP |
| Sex ratio | 53%M / 47%F ♂/♀ |
| Website | up |
ସିକନ୍ଦରା ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶର ଏକ ଜିଲ୍ଲା । ଏହା ସିକନ୍ଦର ତହସିଲର ମଧ୍ୟ ସଦର ମହକୁମା । [୨]
ଅବସ୍ଥିତି
[ସମ୍ପାଦନା]ଜାତୀୟ ରାଜପଥ NH-2ରେ କାନପୁର ସହରଠାରୁ 80 କିଲୋମିଟର ପଶ୍ଚିମକୁ ଏହା ରହିଛି । ଝିଞ୍ଝାକଠାରୁ ଏହାର ଦୂରତା 20 କିଲୋମିଟର । ପଶ୍ଚିମ ଦିଗରେ ଆଉରାଇୟା ସହର ଥିବା ବେଳେ ସିକନ୍ଦରାର ପୂର୍ବରେ ପୁଖ୍ରାୟନ ସହର ରହିଛି । ସିକନ୍ଦରାଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।
ଇତିହାସ
[ସମ୍ପାଦନା]ସହରଟି ସିକନ୍ଦର ଲୋଧିଙ୍କଦ୍ୱାରା ସ୍ଥାପିତ ହେଇଥିବା କୁହା ଯାଏ । [୩]
ସ୍କୁଲ
[ସମ୍ପାଦନା]- ସରସ୍ୱତୀ ଇଣ୍ଟର କଲେଜ
Geography
[ସମ୍ପାଦନା]ସିକନ୍ଦରାର ଭୌଗୋଳିକ ଅବସ୍ଥିତିର ଦିଗବାରେଣୀ 26°22′04″N 79°37′41″E / 26.36778°N 79.62806°E.[୪] ଏହାର ହାର ହଋ ସମୁଦ୍ର ପତ୍ତନଠାରୁ ଉଚ୍ଛତା 278 ଫୁଟ ।
Demographics
[ସମ୍ପାଦନା]2001 ଜନଗଣନା ଅନୁସାରେ ସିକନ୍ଦରାର ଜନସଂଖ୍ୟା 10,884 ଥିଲା । ଏଠି ମଧ୍ୟରୁ ପୁରୁଷ 53 % ହେଇଥିବା ବେଳେ ମହିଳାଙ୍କ ସଂଖ୍ୟା 47% ରହିଥିଲା । ସିକନ୍ଦରାର ସାକ୍ଷ୍ୟରତା ହାର 64 % । ଏହାର 16% ଅଧିବାସୀ 6 ବର୍ଷରୁ କମ ।