ସାହାର୍ସା
Appearance
Saharsa, Bihar, India
Saharsa | |
---|---|
City | |
Country | India |
State | Bihar |
District | Saharsa |
Elevation | 41 m (135 ft) |
Population (2011) | |
• Total | ୧,୫୫,୧୭୫ |
Languages | |
• Official | Maithili, Hindi |
Time zone | UTC+5:30 (IST) |
PIN | 852201-852154-852221 |
Telephone code | 916478 |
ଯାନବାହାନ ପଞ୍ଚୀକରଣ | BR |
Sex ratio | 906 females per 1000 males ♂/♀ |
Lok Sabha constituency | Madhepura |
Vidhan Sabha constituency | Saharsa |
Website | saharsa |
ସାହାର୍ସା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ସହର୍ସ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସାହାର୍ସା ୨୫.୮୮୫୦ ଉତ୍ତର ଅକ୍ଷାଂଶ ଓ ୮୬.୫୯୪୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩୭ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାହାର୍ସା ସହରର ମୋଟ ଜନସଂଖ୍ୟା ୧୨୪୦୧୫ ଅଟେ ।[୨] ସେଥି ମଧ୍ୟରୁ ୫୪.୦୩% ଜଣ ପରୁଷ ହୋଇଥିବା ବେଳେ ୪୫.୯୭% ଜଣ ନାରୀ ଅଟନ୍ତି । ସାହାର୍ସାର ସାକ୍ଷରତା ହାର ୫୮.୧୮% ଅଟେ । ଏହା ଜାତୀୟ ହାରଠାରୁ ୬.୬୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୮୯% ପ୍ରତିଶତ ପୁରୁଷ ଓ ୨୨.୨୯% ନାରୀ ଅଟନ୍ତି । ୧୬.୮୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ସାହାର୍ସାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.